କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜଗତପୁର (ଏନ୍‍.ଏମ୍‍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ ନମ୍ବର ୱାର୍ଡ ଅନ୍ତର୍ଗତ ୱାର୍ଡ଼ ଅଫିସ୍ ପରିସରରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟଙ୍କ ନିଦ୍ଦେର୍ଶରେ ପିଏଲ୍‌ଭି ଲୋକନାଥ ଶତପଥୀ ଅଧ୍ୟକ୍ଷତା କରି ଜନସାଧାରଣ କିଭଳି ମାଗଣାରେ ଆଇନ ସହାୟତା ପାଇ ପାରିବେ ସେ ନେଇ ସଚେତନ କରାଇଥିଲେ…

Read More

ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା

ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ ପାଇଁ ନୂତନ ଭାବେ ନାମ ଲେଖାଇଥିବା + ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରେ ସ୍ୱାଗତ କରାଯାଇଥିଲା । ପ୍ରକାଶ ଥାଉକି ସମ୍ପ୍ରତି ମହାମାରୀ କରୋନା ଯେଉଁ ଭଳି ଶିକ୍ଷାକୁ ପ୍ରଭାବିତ କରିଛି, ତାକୁ ପିଲାଙ୍କ ମାନସିକତାରୁ ଦୂରେଇ ଶିକ୍ଷା ପ୍ରତି ଆଗ୍ରହ…

Read More

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର କଟକ (ଏନ୍‌.ଏମ୍‌.): କଟକ କମିଶନରେଟ୍ ପୁଲିସର ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡି.ସି.ପିଙ୍କୁ ଭେଟି ଏକ ଦାବିପତ୍ର ପଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନର ୨୧୦ ସଦସ୍ୟ ସରକାରୀ ଧାର୍ଯ୍ୟ ମୂଲ୍ୟରେ ରେଲେୱ ଷ୍ଟେସନରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଟୋସେବା ଯୋଗାଇ ଆସୁଛନ୍ତି । ମାତ୍ର ତୈଳଦର ୭୦ଟଙ୍କା ଥିବାବେଳେ ଭଡା ଯେତିକି…

Read More

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ କଟକ(ଏନ୍‌.ଏମ୍‌.): ଦେଶର ଏକତା ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁର୍ଣ୍ଣ ରଖିବାରେ ଦେଶର ଅନ୍ୟତମ ରାଷ୍ଟ୍ରନିର୍ମାତା ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ବଳିଷ୍ଠ ଅବଦାନ ରହିଥିଲା ବୋଲି ତାଙ୍କ ଜୟନ୍ତୀ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଶପଥ ପାଠ ଉତ୍ସବରେ ମତପ୍ରକାଶ ପାଇଛି । ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଭିଜିଲାନ୍ସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ଏକତା ଶପଥ ପାଠ…

Read More

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟ ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉଭୟ ମଞ୍ଚ ଓ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ…

Read More

ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି

ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ପରେ ନୂଆ ଡିଏମଇଟି ହେବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ଡିଏମଇଟି ପ୍ରଫେସର ଡାକ୍ତର ଚିନ୍ମୟ ବିଜୟ କୁମାର ମହାନ୍ତି (ସିବିକେ ମହାନ୍ତି ) ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ରମାରମଣଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ; ତାଙ୍କ ସହ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ମଧ୍ୟ ଉପସ୍ଥିତଥିଲେ । ତେବେ ଏହି ସାକ୍ଷାତ ଆଲୋଚନା ବେଳେ ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ତା’ ସହିତ ସୁନ୍ଦରଗଡ଼ରେ ଏନଟିପିସି…

Read More

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ #କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ ସରକାର କର୍ଣ୍ଣପାତ କରୁ ନଥିବା ପ୍ରତିବାଦରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ସମୟରେ ନିଜ ଜୀବନକୁ…

Read More

ବହିଷ୍କୃତ କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଫିଟୁଛି ଗୁମର: ଭିଜିଲାନ୍ସ ଚଢ଼ାଉ ପକ୍ଷରୁ ଚଢ଼ାଉ

ବହିଷ୍କୃତ କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଫିଟୁଛି ଗୁମର: ଭିଜିଲାନ୍ସ ଚଢ଼ାଉ ପକ୍ଷରୁ ଚଢ଼ାଉ ଭୁବନେଶ୍ୱର (ଏନ୍‌.ଏମ୍‌.): ଗିରଫ ହେବା ପରେ ଚାକିରିରୁ ବହିଷ୍କୃତ ହୋଇଥିବା କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକ ସଙ୍ଗେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର…

Read More

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା 

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା    ଭୁବନେଶ୍ବର (ଏନ୍.ଏମ୍.): ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି ଏବଂ ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ…

Read More

କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା

କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା କଟକ ସଦର (ଏନ୍‌.ଏମ୍‌.): କଟକ କନ୍ଦରପୁର ଥାନାର ତତ୍ତ୍ୱାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି ।ସମସ୍ତ ଜରୁରୀ କାର୍ଯ୍ୟ ଇଣ୍ଟରନେଟ ଓ କମ୍ପ୍ୟୁଟର ରେ ଖୁବ କମ ସମୟରେ କରୁଛି । ସବୁଠାରୁ ବଡ଼…

Read More

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଭୁବନେଶ୍ୱର(ଏନ୍‌.ଏମ୍‌.): ୨୬ ଅକ୍ଟୋବର ଠାରୁ ୧ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିର୍ବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟାବେଳେ ଦୁର୍ନୀତି ବିରୋଧୀ ଶପଥ ପାଠ କରାଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସମସ୍ତ ଅଧିକାରୀ ଓ କର୍ମଚାରୀ…

Read More