ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’
ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’ #କଟକ(ଏନ୍.ଏମ୍.): ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ କଳାବିକାଶ କେନ୍ଦ୍ରର ସାଧାରଣ ସମ୍ପାଦକ ପ୍ରସେନଜିତ ମହାନ୍ତି ଯୋଗଦେଇ ଓଡ଼ିଶା କଳା ସଂସ୍କୃତିର ମାଟି ହୋଇଥିବାବେଳେ କଟକ ହିଁ ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କେନ୍ଦ୍ର ବୋଲି…
