କୋଭିଡରେ ମୃତା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା

କୋଭିଡରେ ମୃତା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ଭୁବନେଶ୍ୱର(ଏନ୍‌.ଏମ୍‌.): କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍‌-୭ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍‌ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ…

Read More

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର : ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ #

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଫଳରେ ଜନସାଧାରଣଙ୍କ ଠାରୁ ଲୁଟୁଥିବା କିମ୍ବା ରାଜସ୍ୱ ହଡ଼ପ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏଥିରେ ନିସ୍ତାର ନାହିଁ । ରାଜ୍ୟର ଗୋଟିଏ ପରେ ଗୋଟିଏ ବିଭାଗରେ ଭିଜିଲାନ୍ସ ଚଢ଼ାଉ କରାଯାଇ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁହଁରୁ କଳାପରଦା ହଟାଇଚାଲିଛନ୍ତି ସହରକାର ।…

Read More

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି କଟକ(ଏନ୍‌.ଏମ୍‌.):  ଓଡ଼ିଶା ହାଇକୋର୍ଟର ୩ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ନୂତନ କୋଠାର ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ସାଢ଼େ ୯ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ନବନିଯୁକ୍ତ ବିଚାରପତି ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ଏମ୍‍.ଏସ୍‍. ରମଣଙ୍କୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‍ ଏସ୍‍. ମୁରଲୀଧର ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ଉତ୍ସବରେ ହାଇକୋର୍ଟର…

Read More

ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରିହେଲା ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ

ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରିହେଲା ପଞ୍ଚାୟତ ନିର୍ବାଚନ ଭୋଟଗଣନା ନିୟମାବଳୀ ଭୁବନେଶ୍ୱର(ଏନ୍‌.ଏମ୍‌.): ନିର୍ବାଚନ ପ୍ରକ୍ରିୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ ଅଟେ । ଅସାବଧାନ ଭୋଟଗଣତି ଯୋଗୁଁ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଭୁଲ ହୋଇପାରେ। ଏ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ରହିଛି । ଭୋଟଗଣତି କେନ୍ଦ୍ର ଉପରେ ନିର୍ବାଚନ ଅଧିକାରୀମାନେ ତୀକ୍ଷ୍‌ଣ ଦୃଷ୍ଟି ଦେବା ସହ ଭୋଟଗଣତି କେନ୍ଦ୍ର ମଧ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଶ୍ଚିତ ରୂପେ ଯନିବାନ ହେବା ଉଚିତ । ପ୍ରଥମ…

Read More

ନୂତନ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

ନୂତନ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାନସଭା ମଣ୍ଡଳୀର ନୂତନ ଛାତ୍ର କଂଗ୍ରେସ କମିଟିର ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ସେଲଟର ଛକ ସ୍ଥିତ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ନଗର ଛାତ୍ର କଂଗ୍ରେସ କମିଟିର ସଭାପତି ସୌମ୍ୟ ରଞ୍ଜନ ଦାସ ପୌରହିତ୍ୟ କରିଥିଲେ । ଏଥିରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଛାତ୍ରମାନେ ଦେଶର ଭବିଷ୍ୟତ, ଦେଶକୁ ଏକ ସଠିକ ମାର୍ଗରେ…

Read More

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର

ସେବା ସମବାୟ ସମିତି ସଂପାଦକଙ୍କ ନିର୍ବାଚନ ପ୍ରଚାର ଅନୁଗୁଳ(ଏନ୍‌.ଏମ୍‌.): ଆଠମଲ୍ଲିକ ବ୍ଲକ କନ୍ତପଡ଼ା ସେବା ସମବାୟ ସମିତି ସମ୍ପାଦକ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ଲିପ୍ତ ରହି ସରକାରୀ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ଦେଖାଦେଇଛି । ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚନ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିବାରୁ ସଂପୃକ୍ତ ସେବା ସମବାୟ ସମିତି ସଂପାଦକ ରୋହିତ ପୁଢ଼ଙ୍କ ବିରୋଧରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ…

Read More

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର : ପୁଣି ୫ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ୱଚ୍ଛ ଶାସନର ନିଦର୍ଶନ ଦେଖାଇଲେ ରାଜ୍ୟସରକାର । ଦୁର୍ନୀତିକୁ ଆଦୌ ପ୍ରଶୟ ଦେଉନଥିବା ନବୀନ ସରକାର ପୁଣି ବିଭିନ୍ନ ବିଭାଗରେ ନିଯୁକ୍ତଥିବା୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ଓ ଅପାରଗତା ପାଇଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବାଲିକୁଦାର…

Read More

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଇଆଇସି ନରସିଂହପୁର(ଏନ୍‌.ଏମ୍‌.): ଏକ ମାମଲାର ସମାଧାନ କରିଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ । ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ନରସିଂହପୁର ସ୍ଥିତ ତାଙ୍କ ସରକାରୀ ବାସଭବନ ଓ ଯୁଯୁମରା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ମିଳିଥିବ ସୂଚନା ଅନୁସାରେ,…

Read More

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ

ସୂଚନା ଓ ଲୋକସମ୍ପର୍କ ବିଭାଗର ହେମନ୍ତ କୁମାର ନାୟକଙ୍କୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ କଟକ (ଏନ୍‌.ଏମ୍‌.): ଓଡିଶା ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରକାଶଥାଉକି ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଆଜି ପୂର୍ବାହ୍ନରେ ସେ ଉପନିର୍ଦ୍ଦେଶକ ଦାୟିତ୍ୱ…

Read More

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଝାଞ୍ଜିରୀମଙ୍ଗଳାସ୍ଥିତ ଏସବିଆଇ ବ୍ୟାଙ୍କରେ କାର୍ଯ୍ୟରତ କ୍ୟାସ ଇନ ଚାର୍ଜ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବ୍ରାଞ୍ଚରେ ଦୀର୍ଘ ବର୍ଷ ଧରି ଗ୍ରାହକଙ୍କ ସେବାରେ ନିଜକୁ ବ୍ରତୀ ରଖିଥିବା ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କ ଗତକାଲି କାର୍ଯ୍ୟର ଶେଷ ଦିବସ ଥିଲା । ଶ୍ରୀ ମହାପାତ୍ର ଦୀର୍ଘ ୩୭ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ବ୍ୟାଙ୍କ ସେବା କ୍ଷେତ୍ରରେ ଗ୍ରାହକଙ୍କ…

Read More

ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀଙ୍କ ଅବସର ଗ୍ରହଣ

ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀଙ୍କ ଅବସର ଗ୍ରହଣ କଟକ(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ଅଶୋକ କୁମାର ଷଢଙ୍ଗୀ ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ଷଢଙ୍ଗୀ ନିଷ୍ଠାପରତାର ସହ ସରକାରୀ ସେବାରେ ନିଜକୁ ନିୟୋଜିତ କରି ବହୁ ପ୍ରଶଂସା ପାଇଛନ୍ତି । ବିଶେଷ କରି ବିଭିନ୍ନ ସମୟରେ କଟକ ଜିଲ୍ଲାରେ ଶିଳ୍ପ ବିଭାଗରେ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲାରେ ସୂଚନା ଓ…

Read More

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି । ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ଘୋଷଣା କରାଯାଇଛି । ୪ଜଣ ବରିଷ୍ଠ ଆଇନଜୀବୀଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯିବା ପାଇଁ ଯାଇଥିବା ପ୍ରସ୍ତାବକୁ କଲେଜିୟମରୁ ଅନୁମୋଦନ ମିଳିଛି । ତେବେ ପ୍ରକାଶିତ ୪ଜଣଙ୍କ ନାମ ମଧ୍ୟରେ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ, ଶ୍ରୀରମଣ ମୁରହରି ଓରଫ ଏମ.ଏମ. ରମଣ…

Read More