ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ: ସିଏମସି ସମ୍ମୁଖରେ ମାଣବସା ଲକ୍ଷ୍ମୀପୂଜା
ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ: ସିଏମସି ସମ୍ମୁଖରେ ମାଣବସା ଲକ୍ଷ୍ମୀପୂଜା କଟକ(ଏନ୍.ଏମ୍.): ସରକାରୀ କର୍ମଚାରୀ ଭାବେ ମାନ୍ୟତା ପାଇବା ପାଇଁ ଅଙ୍ଗନୱାର୍ଡ଼ି କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ଷ ବର୍ଷ ଧରି ସରକାରଙ୍କ ସମସ୍ତ କାର୍ଯ୍ୟ ତୁଲାଉଥିବା ଏହି କର୍ମଚାରୀମାନଙ୍କ ପ୍ରତି ସରକାର ସର୍ବଦା ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନ୍ର ଆହ୍ୱାନ…
