୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଡିସେମ୍ବର ୨୩ ସୁଦ୍ଧା ଉତ୍କେଲା ବିମାନ ଘାଟି ରନୱେ ସମ୍ପ୍ରସାରଣ ବେଲଖଣ୍ଡି ଶିବ ମନ୍ଦିର, ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିର ଓ ଆଶାସାଗର ର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତି ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତ କରିଛନ୍ତି । ପ୍ରଥମ ଦିନରେ ଉତ୍କେଲା, ମଦନପୁର…

Read More

ଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ୍

ଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ #କଟକ(ଏନ୍‌.ଏମ୍‌.): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ଅଦାଲତ ଏହି ମାମଲାରେ ମେରିଟ୍ ଲିଷ୍ଟ୍ ପ୍ରକାଶନ ଉପରେ ରୋକ୍ ଲଗାଇଛନ୍ତି । ଅଦାଲତଙ୍କ ବିନା ଅନୁମତିରେ ଏହି ଲିଷ୍ଟ୍ ପ୍ରକାଶ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ଦୁଇ…

Read More

କୋଣାର୍କରେ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କୋଣାର୍କରେ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ #କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର କୋଣ ଅନୁକୋଣରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ରଖିବା ସହ ନବ ବସ୍ତ୍ର ପରିଧାନ ପୂର୍ବକ ବିଭିନ୍ନ ଫଳମୂଳ ଧରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ରୌପ୍ୟନଗରୀ କଟକ ଓ ଅର୍କ କ୍ଷେତ୍ର କୋଣାର୍କରେ ବିଭିନ୍ନ କିନ୍ନର ସଂଗଠନ ପକ୍ଷରୁ ସାମୁହିକ…

Read More

ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବିରେ ବିକ୍ଷୋଭ: ପାରମ୍ପରିକ ନାଚଗୀତରେ ଦୁଲୁକିଲା ଆଠଗଡ଼

ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦାବିରେ ବିକ୍ଷୋଭ: ପାରମ୍ପରିକ ନାଚଗୀତରେ ଦୁଲୁକିଲା ଆଠଗଡ଼ #ଆଠଗଡ଼(ଏନ୍‌.ଏମ୍‌.): ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ସହିତ ଦ୍ୱିତୀୟ ରାଜ ଭାଷାର ମାନ୍ୟତା ଦାବି ରଖି ରାଜ ରାସ୍ତାକୁ ଓହ୍ଲାଇଲେ ଏହି ସମ୍ପ୍ରଦାୟର ଶତାଧିକ ଅଧିବାସୀ । ସେପଟେ ନିଜର ନାର୍ଯ୍ୟ ହକ ପାଇଁ ବ୍ଲକ ସମ୍ମୁଖରେ ବସିଲେ ଗଣଧାରଣା । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ପ୍ରତି ରାଜ୍ୟର କୋଣ ଅନୁକୋଣରେ…

Read More

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚଳିତ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ନିଜର ଅସ୍ମିତା ଜାହିର କରିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ସାଧୁସୁନ୍ଦର ବିଦ୍ୟାପୀଠ । ମହାତ୍ମା ସାଧୁସୁନ୍ଦରଙ୍କ ନାମରେ ସ୍ଥାପିତ ଏହି ବିଦ୍ୟାଳୟ ଅଞ୍ଚଳର ଶିକ୍ଷାୟତନ କ୍ଷେତ୍ରରେ ପୁଷ୍କରିଣୀ ମଧ୍ୟରେ ଦିପିଦାଣ୍ଡି ସଦୃଶ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ଏବେ ଶତପ୍ରତିଶତ ମାଟ୍ରିକ…

Read More

ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ’

ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ’ #ଭୁବନେଶ୍ୱର(ଏନ୍‌.ଏମ୍‌.): ମା ଦୁର୍ଗା ରଜତ ଜ୍ୟୋତି ପ୍ରଡକ୍ସନ ଦ୍ୱାରା ନିର୍ମିତ “ଅଧୁରା ପ୍ରେମ କାହାଣୀ’ ଆସନ୍ତା ଜୁନ ମାସ ୨୩ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଯୋଜକ ରଜତ ମହାପାତ୍ର ଓ ଜ୍ୟୋତି କିଶୋର ଦାଶଙ୍କ ମିଳିତ ଉଦ୍ୟମରେ ଚଳଚ୍ଚିତ୍ରଟି ସମ୍ପୁର୍ଣ୍ଣ ହୋଇଛି । ନିର୍ଦ୍ଦେଶକ ନିରଞ୍ଜନ ବାରିକ ଓ ସହ ନିର୍ଦ୍ଦେଶକ ଆଶୁତୋଷ ଦାସ (ବାବୁଦା)ଙ୍କ ପରିଶ୍ରମରେ ଚଳଚ୍ଚିତ୍ରଟି ନିହାତି…

Read More

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର: ମୁଖ୍ୟ ଅଭିଯୁକ୍ତ ଗତକାଲି ଗିରଫ, ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର: ମୁଖ୍ୟ ଅଭିଯୁକ୍ତ ଗତକାଲି ଗିରଫ, ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ #କଟକ(ଏମ.ଏମ୍‌.): ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ବିସ୍ଫୋରଣ ଯୋଗୁଁ ତାଙ୍କ ଶରୀରର…

Read More

୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ

୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ #କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯାଇଛି । ୫ଦଫା ଦାବି ପୂରଣ ନିମନ୍ତେ ଡିଲରମାନେ ଦୀର୍ଘ ଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଏଥି ପ୍ରତି କେହିଁ ଦୃଷ୍ଟି ଦେଉ ନାହାନ୍ତି । ଯାହାର ପରିଣାମ ଆଜି ରିଟେଲ ଡିଲରମାନେ ଆନ୍ଦୋଳନାତ୍ମକ…

Read More

ଜଗତପୁର କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଜଗତପୁର କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବା ସମୟରେ ଜଗତପୁର ଅଞ୍ଚଳରେ ଉଭୟ ଦିନ ଓ ରାତ୍ରୀ ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ “ଜଗତପୁର କଂଗ୍ରେସ’ ପକ୍ଷରୁ ୪୮ନମ୍ବର ୱାର୍ଡ କଂଗ୍ରେସ ସଭାପତି ରଶ୍ମୀକାନ୍ତ ସାମଲ ଓ ୪୯ନମ୍ବର ୱାର୍ଡ କଂଗ୍ରେସ ସଭାପତି ଦୁର୍ଯ୍ୟୋଧନ ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଜଗତପୁର ଗୋଲେଇ ଛକ ସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଘେରାଉ…

Read More

‘ମୋ ସରକାର’ ସମୀକ୍ଷା: ଲୋକଙ୍କ ଫିଡବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

‘ମୋ ସରକାର’ ସମୀକ୍ଷା: ଲୋକଙ୍କ ଫିଡବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ପେନସନ୍ ପ୍ରଦାନରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ, ପ୍ରତ୍ୟେକ ବିଭାଗ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସ୍ୱାସ୍ଥ୍ୟ ଓ ରାଜସ୍ୱ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି ସ୍ୱାସ୍ଥ୍ୟ ବିଭାଗରେ ୯୯ ପ୍ରତିଶତରୁ ଅଧିକ ଫିଡବ୍ୟାକ ଅତ୍ୟନ୍ତ ଉତ୍ତମ ମିଳିଛି #ଭୁବନେଶ୍ୱର(ଏନ୍‌.ଏମ୍‌.):…

Read More

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ #କଟକ(ଏନ୍‌.ଏମ୍‌.): ବିଶ୍ୱ ସଂଗ୍ରହାଳୟ ଦିବସ ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (ଏସସିବି)ର ଆନାଟୋମୀ (ଶରୀର ବିଭାଗ) ସଂଗ୍ରହାଳୟରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ନିମନ୍ତେ ରଖାଯାଇଥିବା ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ ଆଜି (ଗୁରୁବାର) ସର୍ବସାଧାରଣ ପରିଦର୍ଶନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଆନାଟୋମୀ ବିଭାଗର ଏଚଓଡି ପ୍ରଫେସର ଡାକ୍ତର ସତ୍ୟଶ୍ରୀ ରାୟଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଡିନ ଏବଂ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସନଜିତ୍ ମହାନ୍ତିଙ୍କ…

Read More

ପୁରୀରୁ ହାୱଡା ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ଭର୍ଚ୍ଚୁଆଲ ମୋଡ଼ରେ ପତାକା ହଲାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପୁରୀରୁ ହାୱଡା ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ଭର୍ଚ୍ଚୁଆଲ ମୋଡ଼ରେ ପତାକା ହଲାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ #ପୁରୀ(ଏନ୍‌.ଏମ୍‌.): ଆଜି ଓଡ଼ିଶାରେ ପ୍ରଥମ କରି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି । ପୁରୀ-ହାୱଡା ଯାତାୟତ ନିମନ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭର୍ଚ୍ଚୁଆଲ ମୋଡରେ ଏହି ଏକ୍ସପ୍ରେସକୁ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି । ଏହାସହ ଓଡ଼ିଶାରେ ୮ହଜାର କୋଟି ଟଙ୍କାରୁ…

Read More