କିଟ୍ ଓ କିସରେ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆଜିଠୁ ଆରମ୍ଭ
କିଟ୍ ଓ କିସରେ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆଜିଠୁ ଆରମ୍ଭ ଯୋଗଦେବେ ୫ହଜାର ପ୍ରତିଯୋଗୀ #ଭୁବନେଶ୍ୱର(ଏନ୍.ଏମ୍.): କିଟ୍ ଓ କିସରେ ଜୁନ୍ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ଜନଜାତିୟ ଖେଳ ମହୋତ୍ସବ ଆୟୋଜିତ ହେଉଛି । ଏଥି ପାଇଁ କିଟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳି, କୋଚ ଓ ଅଫିସିଆଲ୍ଙ୍କ ରହଣି ଓ ଖାଦ୍ୟ ବ୍ୟବସ୍ଥା କିଟରେ କରାଯାଇଛି । ଭାରତର ୨୬ଟି ବିଭିନ୍ନ ରାଜ୍ୟରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଏଥିରେ…
