ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା [caption id="attachment_9801" align="alignnone" width="300"] News by Rajendra Pradhan (Dhenkanal)[/caption] #ଢେଙ୍କାନାଳ(ଏନ୍.ଏମ୍.): ଏବେ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି । ବେଳେବେଳେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ପ୍ରାଣହରାଉଥିବାବେଳେ ଜଙ୍ଗଲରେ ରୋଗ ଯନ୍ତ୍ରଣାରେ ମଧ୍ୟ ବନ୍ୟଜନ୍ତୁ ପ୍ରାଣ…




















