ଚୌଦ୍ୱାର ଡିହସାହି କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନେଇ ପ୍ରସ୍ତୁତି ବୈଠକ

ଚୌଦ୍ୱାର ଡିହସାହି କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନେଇ ପ୍ରସ୍ତୁତି ବୈଠକ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଳକ କୟଳପଡ଼ା ପଞ୍ଚାୟତ ଡିହସାହି ଗ୍ରାମରେ କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆ ପାଟଣା ସ୍ଥିତ ଡାକବଙ୍ଗଳା ଠାରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିଭଳି ମେଳଣ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଯାତ୍ରାରେ ଅଞ୍ଚଳର ବିଭିନ୍ନ…

Read More

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ #କଟକ(ଏନ୍‌.ଏମ୍‌.): ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପ ଦ୍ୱାରା ଆୟୋଜିତ ବାଙ୍ଗାଲୋର ଠାରେ ହେଉଥିବା ସାଉଥ ଇଣ୍ଡିଆ କପ-୨୦୨୩ରେ ବୟସ ୬/୭ ବର୍ଷ ବାଳକ ବର୍ଗ ରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କଟକର ଶ୍ରେୟାନ୍ସ କାଟା ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି କଟକ ତଥା ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରେୟାନ୍ସ…

Read More

କଂଗ୍ରେସ କର୍ପୋରେଟର ଦଳ ଓ କଂଗ୍ରେସ କର୍ମକର୍ତ୍ତାମାନଙ୍କର ବାଲିଯାତ୍ରା ମହାଦୁର୍ନୀତର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କଂଗ୍ରେସ କର୍ପୋରେଟର ଦଳ ଓ କଂଗ୍ରେସ କର୍ମକର୍ତ୍ତାମାନଙ୍କର ବାଲିଯାତ୍ରା ମହାଦୁର୍ନୀତର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଆହ୍ୱାନ କ୍ରମେ ସିଏମସିର ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତି ଓ ଅନିୟମିତତାର ସରକାର କୌଣସି ଉଚ୍ଚସ୍ତରୀୟ ତଦନ୍ତ ନହେବା ବିରୁଦ୍ଧରେ କଂଗ୍ରେସ କର୍ପୋରେଟର ଦଳ ଓ କଂଗ୍ରେସ କର୍ମକର୍ତ୍ତାମାନଙ୍କ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭରେ ବିଧାୟକ ମୋକିମ ଯୋଗଦେଇ ଚଳିତ ବର୍ଷର ବାଲିଯାତ୍ରା ଆୟୋଜନରେ…

Read More

ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଏଆଇୟୁଟିୟୁସି ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରମିକ ବିକ୍ଷୋଭ

ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଏଆଇୟୁଟିୟୁସି ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରମିକ ବିକ୍ଷୋଭ #କଟକ(ଏନ୍‌.ଏମ୍‌.): କେନ୍ଦ୍ର ସରକାରଙ୍କ ଶ୍ରମିକ-କର୍ମଚାରୀ ମାରଣ ନୀତି ବିରୁଦ୍ଧରେ ଏବଂ ଶ୍ରମିକ କର୍ମଚାରୀଙ୍କ ନ୍ୟାୟସଂଗତ ଦାବିରେ ଏଆଇୟୁଟିୟୁସି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଜିଲ୍ଲାସ୍ତରୀୟ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସମସ୍ତ ବେକାରଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, କାମ କରିବାର ଅଧିକାରକୁ ମୌଳିକ ସାମ୍ବିଧାନିକ ଅଧିକାର ଭାବେ ଗୃହୀତ କରିବା, ବିଦ୍ୟୁତ୍…

Read More

ପରକିୟା ପ୍ରୀତିର କରୁଣ ପରିଣତି: ସ୍ୱାମୀକୁ ପୋଡ଼ି ମାରିଦେବା ଅଭିଯୋଗରେ ମହିଳା ଓ ତାଙ୍କ ପ୍ରେମିକ ଗିରଫ

ପରକିୟା ପ୍ରୀତିର କରୁଣ ପରିଣତି: ସ୍ୱାମୀକୁ ପୋଡ଼ି ମାରିଦେବା ଅଭିଯୋଗରେ ମହିଳା ଓ ତାଙ୍କ ପ୍ରେମିକ ଗିରଫ #ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରେମ ଅନ୍ଧ । ଅତୀତ ଭବିଷ୍ୟତକୁ ମଧ୍ୟ ଦେଖେନାହିଁ । ଏପରିକି ଜଣେ ବିବାହିତା ମହିଳା ପରକିୟା ପ୍ରୀତି ଯୋଗୁଁ ଅଗ୍ନିକୁ ସାକ୍ଷୀରଖି ଇହକାଳ ଓ ପରକାଳର ଦେବତା ଭାବେ ଗ୍ରହଣ କରିଥିବା ସ୍ୱାମୀକୁ ମଧ୍ୟ ପୋଡ଼ି ମାରିଦେବାକୁ ପଛାଏ ନାହିଁ । ଏଭଳି ଏକ ଅଭାବନୀୟ ଘଟଣାର ପର୍ଦ୍ଦାଫାସ କରିଛି ଚୌଦ୍ୱାର ଥାନା ପୁଲିସ। ଏ…

Read More

ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକଙ୍କ ସହ ଇପିଏଫ ପେନସନର୍ସ ସଙ୍ଘର ଆଲୋଚନା

ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକଙ୍କ ସହ ଇପିଏଫ ପେନସନର୍ସ ସଙ୍ଘର ଆଲୋଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ଗସ୍ତରେ ଆସିଥିବା ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଡି. ରାଜାଙ୍କୁ ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ନେତୃବୃନ୍ଦ ସାକ୍ଷାତ କରି ଆଲୋଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ଭଗବତୀ ଭବନ ଠାରେ ହୋଇଥିବା ଆଲୋଚନାରେ ଇପିଏଫ ପେନସନଭୋଗୀଙ୍କର ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ…

Read More

ଦୁଲ୍ଲାଦେବୀ ରୋଡ ଡେଭେଲପମେଣ୍ଟ କମିଟିର ସାଧାରଣ ସଭା

ଦୁଲ୍ଲାଦେବୀ ରୋଡ ଡେଭେଲପମେଣ୍ଟ କମିଟିର ସାଧାରଣ ସଭା #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୩ନମ୍ବର ୱାର୍ଡର ଅନ୍ଦରପୁର ସ୍ଥିତ ଦୁଲ୍ଲାଦେବୀ ରୋଡ ଡେଭେଲପମେଣ୍ଟ କମିଟିର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଶତାଧିକ ଅନ୍ତେବାସୀ ଯୋଗଦାନ କରିଥିଲେ । ସମ୍ପାଦକ ପ୍ରାଣକୃଷ୍ଣ ଜେନା ବିବରଣୀ ପାଠ କରିଥିଲେ । କୋଷାଧକ୍ଷ ରମେଶ ଚନ୍ଦ୍ର ଦାସ ଆୟ ବ୍ୟୟ ଉପସ୍ଥାପନା କରିଥିଲେ । ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନା…

Read More

ନିଗମାନନ୍ଦ ବିଦ୍ୟାପୀଠରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ନିଗମାନନ୍ଦ ବିଦ୍ୟାପୀଠରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଚୌଦ୍ୱାର ମ୍ୟୁନିସପାଲଟି ପକ୍ଷରୁ ୧୬ ନମ୍ବର ୱାର୍ଡ ସ୍ଥିତ ନିଗମାନନ୍ଦ ବିଦ୍ୟାପୀଠ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଚୌଦ୍ୱାର ହିନ୍ଦ୍ ସେବକ ସଂଘ ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାର…

Read More

ଜଗତପୁରରେ ଅପର୍ଣ୍ଣା ଫାର୍ମା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଜଗତପୁରରେ ଅପର୍ଣ୍ଣା ଫାର୍ମା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇବି ରୋଡରେ ଥିବା ଅପର୍ଣ୍ଣା ଫାର୍ମା ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି । ମେଡିସିନ ବିଭାଗର ଡକ୍ଟର ଏସ.ଏ କଲିମ ଏହି ଶିବିରକୁ ଉଦଘାଟନ କରିଥିଲେ । ଅପର୍ଣ୍ଣା ଫାର୍ମାର ପରିଚାଳକ ପିତାମ୍ବର ମୁଦୁଲି ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଡାକ୍ତର ଏସ.ଏ କଲିମ ମେଡିସିନ ବିଭାଗ, ଡାକ୍ତର ପରବେଜ କଲିମ ଏ.ଭି. ମେଡିସିନ ବିଭାଗ, ଡାକ୍ତର…

Read More

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ଭାବେ ଗଳା କଟା ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ଭାବେ ଗଳା କଟା ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି #ଜଗତପୁର (ଏନ୍‌.ଏମ୍‌.): ଆଜି ଭୋରୁ ଭୋରୁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଗଳା କଟା ଅବସ୍ଥାରେ ମୃତଦେହ ନିକସ୍ଥ ପୋଖରୀ ହୁଡାରେ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ଜଗତପୁର ଥାନାକୁ ଖବର ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଦିନ ତମାମ…

Read More

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ

ହ୍ୟାକରଙ୍କ କବଜାରେ ସିଏମସି ମେୟରଙ୍କ ଅଫିସିଆଲ୍ ଫେସବୁକ ପେଜ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସାଇବର ଅପରାଧୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଥିବାବେଳେ ବହୁ ନାମୀ ଦାମୀ ଲୋକଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହେଉଥିବା ଦେଖିବାକୁ ମିଳିଛି । ଏପରିକି ବହୁ ବରିଷ୍ଠ ଅଧିକାରୀମାନଙ୍କ ସୋସିଆଲ ଆକାଉଣ୍ଟସ ହ୍ୟାକ ହୋଇ ଫଲୋର କିମ୍ବା ଫ୍ରେଣ୍ଡସମାନଙ୍କୁ ଟଙ୍କା ମଗାଯାଉଥିବାବେଳେ ଏବେ ହ୍ୟାକରମାନେ ସୋସିଆଲ ଆକାଉଣ୍ଟସକୁ ହ୍ୟାକ କରି ଅଶ୍ଳୀଳ ଭିଡିଓ ଲିଙ୍କ ଛାଡ଼ିବା ଭଳି ଘଟଣା ଦେଖିବାକୁ ମିଳିଛି । ଆଜି ସଏମସି…

Read More

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା #କଟକ ସଦର (ଏନ୍‌.ଏମ୍‌.): କଟକ ସଦର ବ୍ଲକ ଅନ୍ତର୍ଗତ ସୁମାଣ୍ଡି ଗ୍ରାମର ଜଣେ ଯୁବ ବ୍ୟକ୍ତିଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏତେ କମ ବୟସରେ ସାଙ୍ଗ ସାଥୀଙ୍କୁ ଛାଡ଼ି ଆରପାରିକୁ ଚାଲିଯିବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମାତ୍ର ୨୪ବର୍ଷ ବୟସରେ ସେ ସମସ୍ତଙ୍କୁ ପରକରି ଚାଲିଯିବା ଦୁଃଖରେ ମ୍ରିୟମାଣ ହୋଇଥିବା ଅଞ୍ଚଳର ଶତାଧିକ ଜନସାଧାରଣ ସହପାଠୀ, ସାଙ୍ଗସାଥୀ ତାଙ୍କ ଅମର…

Read More