ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର
ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର #ଜଗତପୁର(ଏନ୍.ଏମ୍.): ଏବେ ଜନବସତି ମୁହାଁ ହୋଇଛନ୍ତି ଜଙ୍ଗଲି ଜନ୍ତୁ । ଜଙ୍ଗଲରେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଅଭାବ ଯୋଗୁଁ ଏହି ଜଙ୍ଗଲ ଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । କିଛିଦିନ ତଳେ…












