ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ
ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ ମାହାଙ୍ଗା(ଏନ୍.ଏମ୍.): ସାନ ଭାଇ ବଡ଼ଭାଇ ସମେତ ତାଙ୍କର ସଂସାରକୁ ଶେଷ କରି ଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁଶପୁର ଅଞ୍ଚଳରେ । ତେବେ ହତ୍ୟା କରିବା ପରେ ଏଭଳି ବିଭତ୍ସକାଣ୍ଡ ଘଟଣା ବିଷୟରେ ହ୍ୱାଟ୍ସଆପରେ କିଛି ବ୍ୟକ୍ତିବିଶେଷଙ୍କୁ ସୂଚନା ଦେବା ସହ ଥାନାରେ ମଧ୍ୟ ଆତ୍ମ ସମର୍ପଣ କରିଛି ।…
