ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ
ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ ନିଶ୍ଚିନ୍ତକୋଇଲି (ଏନ୍.ଏମ୍.): ରାଜ୍ୟ ସରକାର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଫାଇପ-ଟି ବିଭାଗ ମଧ୍ୟ ଖୋଲାଯାଇଛି । ହେଲେ କିଛି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଏଭଳି ବ୍ୟବସ୍ଥା ଧର୍ମକୁ ଆଖିଠାର ସାବ୍ୟସ୍ତ ହୋଇଛି । ଫଳରେ ରାଜ୍ୟସରକାର ମଧ୍ୟ ନିନ୍ଦିତ ହେଉଥିବା ଅଭିଯୋଗ ଉଠିଛି । ଏ ନେଇ…
