ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା
ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା #କୋଣାର୍କ(ଏନ୍.ଏମ୍.): ବାପ-ଝିଅ ଭଳି ପବିତ୍ର ସମ୍ପର୍କରେ ବିଷ ମଞ୍ଜି ବୁଣି ଦେଇଛି ସଇତାନ ବାପା । ନିଜର ଯୌନଲାଳସାକୁ ଚରିତାର୍ଥ କରିବା ପାଇଁ ନିଜ ଝିଅକୁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ତଥା ଲଜ୍ଜାର ବିଷୟ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରେ । ନାବାଳିକା ଝିଅକୁ ବାରମ୍ବାର ବଳାତ୍କାର କରୁଥିଲା । କଅଁଳ…
