ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଅଣଦେଖା ଅଭିଯୋଗ: ସିଟି ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଲେ କମିଶନର
ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଅଣଦେଖା ଅଭିଯୋଗ: ସିଟି ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଲେ କମିଶନର #କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ଓ କଟକ ସଦର ଥାନା ଅଧିନ ବାଲିକୁଦା ଗ୍ରାମ୍ୟ ଶ୍ମଶାନଟି ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଦୀପତଳ ଅନ୍ଧାର ଭଳି ଏହି ଗ୍ରାମ୍ୟ ଶ୍ମଶାନକୁ ସରକାରୀ ଓ ପ୍ରଶାସନିକସ୍ତରରେ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ବାଲିକୁଦା ଗ୍ରାମ୍ୟ ଶ୍ମଶାନରେ ଏକ ସ୍ଥାୟୀ ଶବଦାହ ଗୃହ ନିର୍ମାଣ,…
