ଅଲମ୍ପିକ୍ସ ରେସରୁ ବାଦ ପଡ଼ିଲେ ସାଇନା ଓ ଶ୍ରୀକାନ୍ତ
ଅଲମ୍ପିକ୍ସ ରେସରୁ ବାଦ ପଡ଼ିଲେ ସାଇନା ଓ ଶ୍ରୀକାନ୍ତ ହାଇଦ୍ରାବାଦ (ଏଜେନ୍ସି): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ଭାରତର ଦୁଇ ଷ୍ଟାର ଶଟଲର କାଦମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ୱାଲ ଅଲିମ୍ପିକ୍ସ ରେସ୍ରୁ ବାଦ୍ ପଡ଼ିଛନ୍ତି । ଜୁନ୍ ୧୫ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ହେବ । ଏହାପୂର୍ବରୁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ବ୍ୟାଡମିଟନ ୱାର୍ଲ୍ଡ ଫେଡରେସନ ପକ୍ଷରୁ ଘୋଷଣା କରାଯାଇଛି…
