ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ

ନକଲି କରୋନା ଔଷଧ ଜବତ ଘଟଣା: ତଦନ୍ତ ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗଠିତ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ସମୟରେ ନକଲି ଔଷଧ ଜବତ ହେବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ କ୍ରାଇମ୍ ବ୍ରାଞ୍ଚର ଏସଟିଏଫ ଏହି ଘଟଣାର ତଦନ୍ତ କରିବ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି । ଏଥିପାଇଁ…

Read More

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର

କରୋନା ଟିକା ନେଇ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସ୍ୱୀକାର କଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଟିକାଦାନ ପ୍ରମୁଖ ଭୂମିକା ନେଇଛି । ଫଳରେ ଟିକା ନେବା ପାଇଁ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାବେଳେ ଆବଶ୍ୟକୀୟ ଅନୁପାତରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ତେଣୁ ସରକାର ସମସ୍ତ ଜନସାଧାରଣଙ୍କୁ ଟିକା ଦାନ କରାଇବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଅନ୍ୟପକ୍ଷରେ ଏହି ଟିକାକରଣକୁ ନେଇ ଏକ ସାଂଘାତିକ…

Read More

ଆସନ୍ତାକାଲି ଠାରୁ ଦିଲ୍ଲୀରେ ଖୋଲଯିବ ଦୋକାନ ; ଜାଣନ୍ତୁ କ’ଣ ହେବ କଟକଣା ମୁକ୍ତ

ଆସନ୍ତାକାଲି ଠାରୁ ଦିଲ୍ଲୀରେ ଖୋଲଯିବ ଦୋକାନ ; ଜାଣନ୍ତୁ କ’ଣ ହେବ କଟକଣା ମୁକ୍ତ ନୂଆଦିଲ୍ଲୀ (ଏଜେନ୍ସି) : ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବେ ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ଦିଲ୍ଲୀରେ ଏଥର ବିଭିନ୍ନ ଦୋକାନ ଖୋଲିବା ଉପରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବାରୁ ଦୀର୍ଘ ୭୧ ଦିନ ପରେ ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି । ଏହାସହ ବିଭିନ୍ନ ରାଜ୍ୟରେ କରୋନା କଟକଣା,…

Read More

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ ଭୁବନେଶ୍ୱର (ଏନ.ଏମ୍‌.): ଦେଶରେ ଗତ ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବୃଦ୍ଧି ପାଇଛି । ତେବେ ଗତ ୫ ମାସ ମଧ୍ୟରେ ୪୩ ଥର ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ଦେଶବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏମିତିକି ଦେଶର…

Read More

୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର

୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ବିପଣନ ଋତୁରେ ସରକାର ଏପର୍ଯ୍ୟନ୍ତ ରେକର୍ଡ ପରିମାଣ ୪୧୮.୪୭ ଲକ୍ଷ ଟନ୍ ଗହମ ଖରିଦ କରିଛନ୍ତି । ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଗହମ କ୍ରୟ ବାବଦରେ ସରକାର ୮୧, ୬୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଦିଲ୍ଲୀ ସୀମାନ୍ତରେ କୃଷକଙ୍କ ଆନ୍ଦୋଳନ ଗତବର୍ଷ ନଭେମ୍ବରରୁ ଚାଲିଥିବା ସତ୍ତ୍ୱେ ଏତେ ପରିମାଣ ଗହମ…

Read More

ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ରେଳବାଇକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ଯୋଗାଇ ଦିଆଯିବ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଏହି ସ୍ପେକ୍ଟ୍ରମ ଉପଲବ୍ଧ କରାଯିବ । ଏହାଦ୍ୱାରା ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ରେଳବାଇର ସଂଚାର ଓ…

Read More

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ ନୂଆଦିଲ୍ଲୀ (ଏଜେନ୍ସି): ଭାରତକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ବିଲୋପ ପାଇଁ ମଧ୍ୟ ଲଢେଇ କରିଥିବାବେଳେ ଏବେ ତାଙ୍କ ଅଣନାତୁଣୀ ସେହି ଦକ୍ଷିଣ ଆଫ୍ରିକାରେ ଜାଲିଆତି ଓ ଠକେଇ ଅଭିଯୋଗରେ ସାତବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଗାନ୍ଧିଜୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନ (୫୬) ୬ ନିୟୁତ ର‌୍ୟାଣ୍ଡ୍ ଜାଲିଆତି…

Read More

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଚାଷୀମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ଏମ୍‌ଏସପି ୧୯୪୦ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ବର୍ଷରେ ରେ ୧୮୬୮ଟଙ୍କା ଦର ଥିଲା, ତେବେ ୨୦୨୧-୨୨ ବର୍ଷରେ ୧୯୪୦ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି…

Read More

ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ

ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ କଟକ (ଏନ୍.ଏମ୍.): ଡ୍ରଗ୍ସ କାରବାର ବିରୋଧରେ ଓଡ଼ିଶା ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଡ୍ରଗ୍ସ କାରବାର ଦମନ କରିବାରେ ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛିବୋଲି ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ୍ ମୁଖ୍ୟକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ମିଳନୀରେ ଡିଜିପି କହିଥିଲେ ଯେ, ଖୁବଶୀଘ୍ର…

Read More

କେନ୍ଦ୍ର ସରକାରଙ୍କ ମାଗଣା ଟିକା ଘୋଷଣା ପରେ ଜାରି ହେଲା ନୂଆ ଗାଇଡଲାଇନ: ଜୁନ ୨୧ରୁ ଲାଗୁହେବ

କେନ୍ଦ୍ର ସରକାରଙ୍କ ମାଗଣା ଟିକା ଘୋଷଣା ପରେ ଜାରି ହେଲା ନୂଆ ଗାଇଡଲାଇନ: ଜୁନ ୨୧ରୁ ଲାଗୁହେବ ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯିବ ଘୋଷଣା କରିବା ପରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି । ପୂର୍ବରୁ ୪୫ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବାବେଳେ ଏବେ ଜୁନ୍ ୨୧ଠାରୁ ସବୁ ବର୍ଗର ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।…

Read More

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର କଟକ(ଏନ୍‌.ଏମ.): ବର୍ଫି ପ୍ରକଳ୍ପ ଓ କଟକ ବଡ ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ମହାନଦୀ ପଠାକୁ ପୋତିବାକୁ ବିରୋଧ କରି ରୁଜୁ ମାମଲାରେ ରିପୋର୍ଟ ଦାଖଲ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ରିପୋର୍ଟ ଦେବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି), କେନ୍ଦ୍ର ଜଙ୍ଗଲ…

Read More

ଅନ୍ତଘଟିଲା କରୋନା ଟିକା ରାଜନୀତି : ସମସ୍ତଙ୍କୁ ମାଗଣାରେ ଯୋଗାଇଦେବେ କେନ୍ଦ୍ରସରକାର

ଅନ୍ତଘଟିଲା କରୋନା ଟିକା ରାଜନୀତି : ସମସ୍ତଙ୍କୁ ମାଗଣାରେ ଯୋଗାଇଦେବେ କେନ୍ଦ୍ରସରକାର ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ଦୀର୍ଘ ଦିନ ଧରି ଚାଲିଥିବା କରୋନା ଟିକା ରାଜନୀତିର ଅନ୍ତଘଟିଛି । ଗତ କିଛିଦିନ ଧରି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଟିକାକରଣକୁ ନେଇ ଉପୁଜିଥିବା ବିବାଦକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ଣ୍ଣଛେଦ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଅପରାହ୍ଣରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା…

Read More