ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍ଆଇଆର୍ ଦେଲେ ବୋହୂ
ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍ଆଇଆର୍ ଦେଲେ ବୋହୂ ଭୁବନେଶ୍ୱର (ଏନ୍.ଏମ୍.): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ପରେ ଏବେବିଜେଡି ସାଂସଦ ଶ୍ରୀ ମହତାବ ଅଡ଼ୁଆରେ ପଡ଼ିଛନ୍ତି । ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ କଳା ଦାଗ ଆସିଛି । ତାଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ…
