ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ

ସାବରମତୀ ଆଶ୍ରମରେ ସରକାରୀ ହସ୍ତକ୍ଷେପକୁ କଟକରେ ଗାନ୍ଧୀବାଦୀଙ୍କ ବିରୋଧ କଟକ(ଏନ୍‌.ଏମ୍‌.): ଜାତୀର ଜନକଙ୍କ ସାବରମତୀ ଆଶ୍ରମରେ କେନ୍ଦ୍ର ସରକାର ଗୁଜରାତ ଓ ଭାରତ ସରକାର ଆଧୁନିକୀକରଣ କରିବା ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୧୨୪୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ବାପୁଙ୍କର ଏହି ସୁପ୍ରସିଦ୍ଧ ଆଶ୍ରମର ସୁପରିଚାଳନା ନିମନ୍ତେ ଗାନ୍ଧୀବାଦୀମାନଙ୍କ ପକ୍ଷରୁ ପାଞ୍ଚଗୋଟି ଟ୍ରଷ୍ଟ ଥିବା ସତ୍ତ୍ୱେ ଗୁଜରାତ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ନୂଆ ଟ୍ରଷ୍ଟ…

Read More

ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ଯୋଗୁ ସ୍ଥଗିତ ରହିଥିବା ଅସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ଦର ସମଗ୍ର ରାଜ୍ୟରେ ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ । ଏଥିପାଇଁ ରାଜ୍ୟର ସବୁ ଅଞ୍ଚଳର ଗାଁ ଓ ସହରଗୁଡ଼ିକରେ ଥିବା ସ୍ଥାବର ସମ୍ପତ୍ତି (କୋଠା, ଜମିବାଡ଼ି)ର ବେଞ୍ଚମାର୍କ ଦର ବୃଦ୍ଧି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜସ୍ୱ ପର୍ଷଦ ସଦସ୍ୟ (ବୋର୍ଡ ଅଫ ରେଭନ୍ୟୁ…

Read More

ବାଜିଲା ନିର୍ବାଚନ ବିଗୁଲ: ନଭେମ୍ବର ୧୫ ସୁଧା ନିଜ ଅଞ୍ଚଳରେ ଥିବା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ

ବାଜିଲା ନିର୍ବାଚନ ବିଗୁଲ: ନଭେମ୍ବର ୧୫ ସୁଧା ନିଜ ଅଞ୍ଚଳରେ ଥିବା ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଥିବାବେଳେ ନିଜ ଅଞ୍ଚଳରେ ରହିଥିବା ଅଫିସରମାନଙ୍କୁ ଆସନ୍ତା ନଭେମ୍ବର ୧୫ତାରିଖ ସୁଦ୍ଧା ଅନ୍ୟତ୍ର ବଦଳି କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଅବାଧ,ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସମ୍ବିଧାନର ଧାରା ୨୪୩(କେ)ର ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ…

Read More

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି

ହାଇକୋର୍ଟରେ ଶପଥ ଗ୍ରହଣ କଲେ ୩ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଆଜି ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟରେ ନୂତନ ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଯୋଗଦେଇଥିବାବେଳେ ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜିତ ହୋଇଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ୩ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟରେ…

Read More

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ପୁଲିସ ବ୍ୟାରେକକୁ ଫେରାର ପରେ ଆଖୁବାଡ଼ିରେ ଲୁଚିଥିଲା ଅଭିଯୁକ୍ତ ଗୋବିନ୍ଦ ବଲାଙ୍ଗିର (ଏନ୍‌.ଏମ୍‌.): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟାରେକରୁ ଫେରାର ହୋଇ ପଯିବା ପରେ ପୁଲିସ ହାତରେ ଧରା ପଡ଼ିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଛିଥିବାବେଳେ ପୁଲିସ ତାକୁ ଧରିଛି । ତେବେ ଗୋବିନ୍ଦ ସେଠାରେ ଲୁଚିଥିବା ଗାଁ ଲୋକେ ଦେଖି…

Read More

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ

ଭାରତୀୟ ନୌବାହିନୀକୁ ଏକାଦଶ ବୋଇଂ ପି-୮ଆଇ ବିମାନ ପ୍ରଦାନ #ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତୀୟ ନୌବାହିନୀକୁ ଏକାଦଶତମ ବୋଇଂ ପି-୮ଆଇ ବିମାନ ମିଳିଛି । ଆମେରିକାର ଅଗ୍ରଣୀ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ବୋଇଂ ଏହି ବିମାନ ନିର୍ମାଣ କରିଛି । ବୁଡାଜାହାଜ ବିଧ୍ୱଂସୀ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଏହି ବିମାନ ସମର୍ଥ ବୋଲି ନୌବାହିନୀ ପକ୍ଷରୁ କୁହାଯାଇଛି । ଏହି ଲଙ୍ଗ ରେଞ୍ଜ ମେରିଟାଇମ ରେକନିସାନ୍ସ ଆଣ୍ଟି ସବମାରାଇନ ୱାରଫେୟାର (ଏଲଆରଏମଆରଏଏସଡବ୍ଲୁ) ସିଆଟଲରୁ ଆସି ଗୋଆରେ ପହଞ୍ଚିଛି…

Read More

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ପୁଲିସ ବ୍ୟାରେକ ରୁଚମ୍ପଟ ମାରିଲା ଗୋବିନ୍ଦ ସାହୁ: ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା ବଲାଙ୍ଗିର ପୁଲିସ, ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା  #ବଲାଙ୍ଗିର(ଏନ୍‌.ଏମ୍‌.): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ  ଲକ୍ଷେ ଟଙ୍କା ପୁରସ୍କାର ରାଶି ମିଳିବ । ବଲାଙ୍ଗିର ପୁଲିସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଏହା ସହ ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇ ପୁଲିସ…

Read More

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା ଥିରୁଅନନ୍ତପୁରମ(ଏଜେନ୍ସି): ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି । ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋଟ୍ଟାୟାମରେ ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଇଡୁକ୍କିରେ ୯ ଜଣ ଓ ଅଲଫୁଜା…

Read More

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ ଭୁବନେଶ୍ୱର (ଏନ୍‍.ଏମ୍‍.): ଏଥର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ଯାତ୍ରା କରିବ । ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ଏହାର ପ୍ରତ୍ୟୁତ୍ତରରେ…

Read More

ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର

ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର କୋଣାର୍କ (ଏନ୍‍.ଏମ୍‍.): ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରମୁଖ ଐତିହ୍ୟ ପୀଠକୁ ସନ୍ଧ୍ୟା ସମୟରେ ଭାରତର ଜାତୀୟ ପତାକା ସଦୃଶ୍ୟ ତିନି ରଙ୍ଗର ଆଲୋକରେ ଆଲୋକିତ କରାଯାଇଛି । ଏହି କ୍ରମରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରକୁ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ମନ୍ଦିରର ପାଦଦେଶରୁ ଚୁଡା ପର୍ଯ୍ୟନ୍ତ ଜାତୀୟ ପତାକା ସଦୃଶ ରଙ୍ଗିନ…

Read More

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ କଟକ(ଏନ୍‌.ଏମ୍‌.): ଓଡିଶା ସେତୁ ଏବଂ ନିର୍ମାଣ ନିଗମ(ଓବିସିସି)ର ମହାପ୍ରବନ୍ଧକ-୩ ପ୍ରଦୀପ କୁମାର ରଥ ଆଜି ଖାନନଗର ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ବସ ଟମିର୍ନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ମହାପ୍ରବନ୍ଧକଙ୍କ ସମେତ ଓବିସିସିର ଏକ ଟିମ ନିର୍ମାଣ ସ୍ଥଳୀରେ ଥିବା ପାଇଲଗୁଡିକର ପ୍ରସ୍ତୁତତା ଯାଞ୍ଚ କରିଥିଲା । ଅନ୍ୟପକ୍ଷରରେ ରାଜ୍ୟସ୍ତରୀୟ ଆପ୍ରେଜାଲ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ…

Read More

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା #କଟକ(ଏନ୍‌.ଏମ୍‌.): ଏସିଏଫ ମୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଖୁଲାସା କରିଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ବୋଲି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା…

Read More