ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ
ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ କଟକ(ଏନ୍.ଏମ୍.): କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ବସିଛି । ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନ ରହିବା ଦୁର୍ଭାଗ୍ୟଜନକ ବୋଲି କଟକ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଇନ୍କୁ ତା ବାଟରେ ଯିବାକୁ ନଦେଇ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା…
