ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ କଟକ(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ପରିଚାଳନାଧିନ ଉଠା ଜଳସେଚନ ନିଗମରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶତାଧିକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ପ୍ରଦାନ କରାଯାଇନାହିଁ । ନିଗମ କର୍ତୃପକ୍ଷ ଅନେକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ୨୦୧୮-୧୯ ମସିହା ପର୍ଯ୍ୟନ୍ତ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ…
