ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା

ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା ଭଦ୍ରକ (ଏନ୍‌.ଏମ୍‌.): ବହୁ ଚର୍ଚ୍ଚତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ପୁଲିସ ହାତରେ ଧରାପଡ଼ିଛନ୍ତି ୱେବ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ଖୋଜୁଥିବାବେଳେ ସେ କଲିକତାରେ ଆତ୍ମଗୋପନ କରିଥିଲେ । ଆଜି ସେ କଲିକତାରୁ ଆସି ଭଦ୍ରକରେ ପହଞ୍ôଚବା କ୍ଷଣି ମାଡ଼ିବସିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ପୂର୍ବରୁ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଜି ଶର୍ମିଷ୍ଠା ଏବଂ…

Read More

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ କଟକରେ ସର୍ବଭାରତୀୟ ସାଧାରଣ ଧର୍ମଘଟ କଟକ (ଏନ୍‌.ଏମ୍‌.): କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଚାଲିଥିବାବେଳେ କଟକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକର ବିଭିନ୍ନ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମେତ କଟକ ରେଳଷ୍ଟେସନ, ବୀମା ଓ ବ୍ୟାଙ୍କ ସମ୍ମୁଖରେ ହରତାଳ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଗୋଟିଏ ପରେ ଗୋଟିଏ ଜନମାରଣନୀତି ପ୍ରଣୟନ କରିଚାଲିଛି…

Read More

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଉନଥିବା ଜଣାପଡ଼ିଛି । ତେବେ ଏହାକୁ ଅଙ୍କୁଶ ଲଗାଇବା ପାଇଁ କମିଶନରେଟ ପୁଲିସ ମଧ୍ୟ ତତ୍ପରତା ଦେଖାଇଛି । ଗୋଟିଏ ପରେ ସାଇବର ଠକ ମାତିଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ଜବତ କରିବା ପାଇଁ ବିଭିନ୍ନ ପଦକ୍ଷେପ…

Read More

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି । ହେଲେ ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା…

Read More

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି

କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତି ରାଜ୍ୟ ସରକାରଙ୍କ କୋହଳ ମେନାଭାବ ପ୍ରଦଶନ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ପ୍ରଶାସନ ଏଭଳି ହିଂସାକାଣ୍ଡକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କେଠାର ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି । ଦଳ ପକ୍ଷରୁ…

Read More

ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ କଟକ(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖଣି ଉତ୍ତୋଳନ ମାମଲାର ଶୁଣାଣିକରି ମାନ୍ୟବର ହାଇକୋର୍ଟ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ବାଦାମପାହାଡ଼ ଗ୍ରାମର ଏସ୍‌.କେ.ସାଜିଦ୍ ଅଲ୍ଲୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାରେ ମୁଖ୍ୟ ବିଚାରପତି ଡ.ଏସ୍‌. ମୁରଲୀଧର ଏବଂ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଖଣି…

Read More

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

ପୌରସଂସ୍ଥା ନିର୍ବାଚନ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର(ଏନ୍‌.ଏମ୍‌.): ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥସେବାର ୧୯ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇ ଆଜି ସେମାନଙ୍କୁ ପୌରସଂସ୍ଥା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ କିପରି ଓ କେଉଁ ପ୍ରକାରରେ ହିସାବ ରଖିବେ ଏବଂ ପ୍ରାର୍ଥୀ/ପ୍ରାର୍ôଥନୀମାନେ…

Read More

ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ

ବିଜେପିରେ ମିଶିଲେ ଦେବଗଡ଼ ରାଜ ପରିବାରର ସଦସ୍ୟ ଦେବଗଡ଼(ଏନ୍‌.ଏମ୍‌.): ରାଜ୍ୟରେ ଦିନକୁ ଦିନ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନନୀତିରେ ବହୁ ଜନସାଧାରଣ ଅନୁପ୍ରାଣିତ ହେବା ସହ ବିଜେପିକୁ ଭଲ ପାଇବା ମଧ୍ୟ ବଢ଼ିଛି । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ବିଜେପି ଅଧିକ ଲୋକପ୍ରିୟତା ଥିବାବେଳେ ପରବର୍ତ୍ତୀ ସମୟରେ ଧିରେ ଧିଲେ ଲୋକପ୍ରିୟତା ହରାଇଥିଲା । ମାତ୍ର ଏବେ ବିଜେପି ପୁଣି ଲୋକପ୍ରିୟତା ହାସଲ କରିବାରେ ଲାଗିଛି…

Read More

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ

କଟକରେ ପୌର ନିର୍ବାଚନ: ନାମାଙ୍କନର ୨ଦିନ ପରେ ବି ତୁଟୁନି ପ୍ରାର୍ଥୀ ବଛା ଅଡ଼ୁଆ କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ମେୟର/ ଚେୟାରମ୍ୟାନ ସିଧାସଳଖ ମତଦାନ ହେବ । ତେଣୁ ପୂର୍ବ ନିର୍ବାଚନ ଭଳି କର୍ପୋରେଟର/କାଉନସିଲର ମାନଙ୍କ ମଧ୍ୟରୁ ମେୟର/ଚେୟାରମ୍ୟାନ ବଛା ବଛି କରିବାକୁ ପଡ଼ୁନଥିବାରୁ ଭୋଟର ମାନେ ଉଭୟପ୍ରାର୍ଥୀଙ୍କୁ ସିଧାସଳଖ ମତଦାନ କରିବେ । ଏଥିପାଇଁ ବିଭିନ୍ନ ରାଜନୈତିକ ସ୍ତରରେ ଜୋରଦାର…

Read More

ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର

ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର କଟକ(ଏନ.ଏମ୍‌.): କଟକ ସହରର ଯୋବ୍ରାଠାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ ନୌବାଣିଜ୍ୟ ସଂଗ୍ରହାଳୟର ପ୍ରବେଶ ମୂଲ୍ୟ ଆଜିଠୁ ବୃଦ୍ଧି ପାଇଛି । ଏଥିସହିତ ସଂଗ୍ରହାଳୟର ପରିଚାଳନା କମିଟି ପକ୍ଷରୁ ଭ୍ରମଣକାରୀଙ୍କ ସୁବିଧା ସୁଯୋଗ ପାଇଁ ଇ-ଟିକେଟ୍ ବ୍ୟବସ୍ଥା ପ୍ରଚଳନ ଆରମ୍ଭ ହୋଇଛି । ବ୍ରିଟିଶ ଅମଳର ଏହି ଯୋବ୍ରା ୱାର୍କସପ୍‌ଟିକୁ ଗତ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ମ୍ୟାରିଟାଇମ ମ୍ୟୁଜିୟମ…

Read More

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ସୁନୀତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ବିଶ୍ୱାଳ ରାଜ୍ୟର ପ୍ରଥମ ଆଦିବାସୀ…

Read More

ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି

ରୁଷ ଓ ୟୁକ୍ରେନ ଲଢ଼େଇ: ଯୁଦ୍ଧ ରୋକିବାକୁ ପୁଟିନଙ୍କ ସହ କଥା ହେଲେ ମୋଦି ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇ ଯାଇଛି । ଉଭୟସେନାଙ୍କ ମଧ୍ୟରେ ଗୁଳିବିନିମୟ ସାଙ୍ଗକୁ ବୋମା ବିସ୍ପୋରଣ ଜନସାଧାରଣଙ୍କୁ ମଧ୍ୟ ଭୟଭୀତ କରି ପକାଇଛି । ଗୋଟିଏ ପଟେ ୟୁକ୍ରେନକୁ କୌଣସି ରାଷ୍ଟ୍ର ସହାୟତା କରୁନଥିବା ନେଇ ୟୁକ୍ରେନ ମଧ୍ୟ ସ୍ୱୀକାର କରିଛି । କିଭରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି…

Read More