ଏଏସ୍ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ୍
ଏଏସ୍ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ [caption id="attachment_8619" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଯାଇଛି…




















