କିଟ୍ ଟିବିଆଇକୁ ବାୟୋସ୍ପେକ୍ଟ୍ରମ୍ ଏକ୍ସେଲେନ୍ସ ପୁରସ୍କାର
କିଟ୍ ଟିବିଆଇକୁ ବାୟୋସ୍ପେକ୍ଟ୍ରମ୍ ଏକ୍ସେଲେନ୍ସ ପୁରସ୍କାର [caption id="attachment_10024" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): କିଟ୍ ଟେକ୍ନୋଲୋଜି ବିଜିନେସ୍ ଇନ୍କ୍ୟୁବେଟର (କିଟ୍-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍ ଟ୍ରମ୍ ଏକ୍ସେଲେନ୍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍କ୍ୟୁବେଟର ମଧ୍ୟରେ…




















