ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ
ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ #କୋଣାର୍କ (ଏନ୍.ଏମ୍.): ବୈଶାଖ ଶୁକ୍ଳ ତୃତୀୟ ତିଥି ପବିତ୍ର ଅକ୍ଷୟ ତୃତୀୟରେ କୃଷକମାନେ ପାରମ୍ପରିକ ରୀତିନୀତିରେ ମୁଠି ଅନୁକୂଳ କରିଛନ୍ତି । ଏହି ପରମ୍ପରାକୁ ଜନମାନସରେ ଉଦ୍ଜୀବିତ କରି ରଖିବା ପାଇଁ ବନାଖଣ୍ଡି ସେବା ସମବାୟ ସମିତି ଓ ନିଖିଳ ଉତ୍କଳ ନୀଳାଚଳ କୃଷକ ସଂଘ ପକ୍ଷରୁ ପୂର୍ବାହ୍ନ ୯ଟାରେ କୋଣାର୍କ ନିକଟସ୍ଥ ବନାଖଣ୍ଡି ଛକ ସ୍ଥିତ ବିହନ ଘରୁ ବିହନ ଅନୁକୂଳ, ମୁଠି…
