ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍,୨ଦୁର୍ଦ୍ଦାନ୍ତ ଅପରାଧି ଗିରଫ
ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ୍,୨ଦୁର୍ଦ୍ଦାନ୍ତ ଅପରାଧି ଗିରଫ ୩ ବନ୍ଧୁକ, ୧୨ ଗୁଳି, ମୋବାଇଲ ଓ ସ୍କୁଟି ଜବତ #କଟକ(ଏନ୍.ଏମ୍.): ଚୋରାବନ୍ଧୁକ କାରବାରର ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୁଲିସ । ଏ ନେଇ ଜଗତପୁର ପୁଲିସକୁ ଏକ ବଡ ସଫଳତା ମିଳିଛି । ଏହି କାରବାରରେ ସଂଶ୍ଳିଷ୍ଟ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ବିଜୟ ନାୟକ(୪୭)…
