ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ
ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ କଟକ (ଏନ୍.ଏମ୍.): ସମ୍ପ୍ରତି କଟକ ଜିଲ୍ଲାରେ କରୋନା ସଂକ୍ରମଣ ଜାରି ରହିଛି । ତେବେ ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଣେ କରୋନା ସଂକ୍ରମିତ ହେଲେ ଆମ୍ବୁଲନ୍ସ ଯୋଗେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ରୋଗୀମାନଙ୍କୁ ନିଆଯାଉଛି । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବାରେ ଆମ୍ବୁଲାନ୍ସର ଆବଶ୍ୟକତା ପୂରଣ କରିବା ପାରାଦୀପ…
