ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର
ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର ଜଗତପୁର(ଏନ୍.ଏମ୍.): କଟକ ସହରରେ ସମସ୍ତ ଶ୍ମଶାନର ଉନ୍ନତିକରଣ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ସିଏମସିର ଅପାରଗତା ଯୋଗୁଁ ସରକାରଙ୍କ ଯୋଜନା ଫଳପ୍ରଦ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏପରିକି କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଶ୍ମଶାନରେ ଶବଦାହ ଗୃହ, ଶବ ସତ୍କାର ନିମନ୍ତେ ଆସିଥିବା ବ୍ୟକ୍ତି ବିଶ୍ରାମ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ପାନୀୟ ଜଳ ଯୋଗାଣ, ଆଲୋକୀକରଣ…
