ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ
ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ [caption id="attachment_3514" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): ବସ୍ତି ବାସିନ୍ଦାଙ୍କ ଦୀର୍ଘ ଆନ୍ଦୋଳନ ଫଳରେ ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବରୁ ପୌରପାଳିକା ଓ ପରେ ମହାନଗର ନିଗମ…




















