ମଞ୍ଚେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ
ମଞ୍ଚେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ #ଭୁବନେଶ୍ୱର(ଏନ୍.ଏମ୍.): ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍ଙ୍କ ସମେତ ତାମିଲନାଡ଼ୁ ସରକାରଙ୍କ ବରିଷ୍ଠ ପଦାଧିକାରୀବୃନ୍ଦ ଓଡ଼ିଶା ଗସ୍ତରେ ଆସି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତା ତାଲିମ ପ୍ରତି ଥିବା ଦୂରଦୃଷ୍ଟିକୁ ତାମିଲନାଡ଼ୁର ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରକାଶ…
