ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍ଡାଉନ କଟକଣା
ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍ଡାଉନ କଟକଣା ଭୁବନେଶ୍ୱର(ଏନ୍.ଏମ୍.): କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ଅମାନିଆମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ପୂର୍ବଭଳି ରହିଛି । ତେଣୁ ଏଥର ରାଜ୍ୟର ସମସ୍ତ ଜିଲ୍ଲାକୁ କଟକଣା ମୁକ୍ତ କରାଯାଇ ନାହିଁ…











