ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର

ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର [caption id="attachment_4956" align="alignnone" width="300"] ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ[/caption] ଜଗତସିଂହପୁର(ଏନ୍‍.ଏମ୍‍.): ଜଗତପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତରେ ଜଣେ ମହିଳା ୱାର୍ଡ଼ମେମ୍ବର ପୋଡ଼ିଯାଇ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ…

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ? ‘ମେୟର ଏକାହିଁ ସାହା ଭରସା’ ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି…

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ? [caption id="attachment_4925" align="alignnone" width="300"] News & Photo From Kanhu Charan Panda, Jagatpur[/caption] ଜଗତପୁର(ଏନ୍‌.ଏମ୍‌.): କଟକ ସହରକୁ ଏକ ନୂଆ ରୂପ ଦେବା ପାଇଁ ରାଜ୍ୟସରକାର ଏକକାଳୀନ ବହୁ ପ୍ରକଳ୍ପ କାର୍ଯ୍ୟ…

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ ଜଗତପୁର(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ ପୁରୁଣା ଜଗତପୁର ଅଞ୍ଚଳରେ କଟକ ଡେପୁଟି ମେୟର ଦମୟନ୍ତୀ ମାଝି ଆଜି ଅପରାହ୍ନରେ ୱାର୍ଡବାସୀଙ୍କ ସମସ୍ୟା ତଦାରଖ କରିଛନ୍ତି । ଉକ୍ତ ୱାର୍ଡ଼ରେ ସ୍ଥାନୀୟ କର୍ପୋରେଟର ନଳିନୀ ବେହୋରାଙ୍କ ସହିତ…

ବାରହା ଆକ୍ରମଣରେ ମହିଳା ଗୁରୁତର
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବାରହା ଆକ୍ରମଣରେ ମହିଳା ଗୁରୁତର

ବାରହା ଆକ୍ରମଣରେ ମହିଳା ଗୁରୁତର [caption id="attachment_4904" align="alignnone" width="300"] News & Photo From Maheswar Behera (Athagarh)[/caption] ଆଠଗଡ଼ (ଏନ୍‌.ଏମ୍‌.): ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ବାରାହା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ମହିଳା ଜଣଙ୍କ ହେଲେ…

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ ଆଠଗଡ଼(ଏନ୍‌.ଏମ୍‌.): ବାତ୍ୟା ଆସିଲେ ପ୍ରଥମେ ଖୋଜା ପଡେ ବାତ୍ୟା ଆଶ୍ରୟସ୍ଥଳ । ସରକାର ହୁଅନ୍ତୁ ବା ଜନସାଧାରଣ ପ୍ରଥମେ ବାତ୍ୟା ଆଶ୍ରୟସ୍ଥଳକୁ ଖୋଜିଥାନ୍ତି । ବିଶେଷ କରି କଚ୍ଚା ଘରେ ବସବାସ କରୁଥିବା ଜନସାଧାରଣ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଥାନ୍ତି ।…

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି [caption id="attachment_4857" align="alignnone" width="300"] ଫଟୋ/ରିପୋର୍ଟ- ମହେଶ୍ୱର ବେହେରା[/caption] ଆଠଗଡ଼(ଏନ୍‌.ଏମ୍‌.): ୫୫ ନମ୍ବର ଜାତୀୟ ରାଜପଥକୁ ଲାଗି ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ଅସୁଛି । ଏଠାରେ ସ୍ୱାସ୍ଥ୍ୟ ସେବା…

ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା
Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା

ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା ‘ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ରହିବା ଆବଶ୍ୟକ’: ଖାଉଟି କଲ୍ୟାଣ ମନ୍ତ୍ରୀ [caption id="attachment_4854" align="alignnone" width="300"] Photo by I&PR Odisha[/caption] ଭୁବନେଶ୍ୱର(ଏନ୍‌.ଏମ୍‌.): ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ…

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ନଳକୂପ ଅଚଳ, ଜଳକ୍ଲିଷ୍ଟରେ ସିଏମସି ବାସିନ୍ଦା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ନଳକୂପ ଅଚଳ, ଜଳକ୍ଲିଷ୍ଟରେ ସିଏମସି ବାସିନ୍ଦା

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ନଳକୂପ ଅଚଳ, ଜଳକ୍ଲିଷ୍ଟରେ ସିଏମସି ବାସିନ୍ଦା ଜଗତପୁର(ଏନ୍‌.ଏମ୍‌.): କଟକ ସହର ଭଳି ରାଜ୍ୟର ଗୋଟିଏ ଅଗ୍ରଣୀ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ରେ ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ôଚତ ହେଉଥିବାବେଳେ ବିଭାଗୀୟ ଅଧିକାରୀ…

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ଭୁବନେଶ୍ୱର (ଏନ୍‌.ଏମ୍‌.): ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଅତିରିକ୍ତ ୧୦୦…

ଜଗତପୁର ଅଞ୍ଚଳରେ ସିଏମସିର ସ୍ୱଚ୍ଛଭାରତ ଅଭିଯାନ ଧର୍ମକୁ ଆଖିଠାର: ପଦାରେ ପଡିଲା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁର ଅଞ୍ଚଳରେ ସିଏମସିର ସ୍ୱଚ୍ଛଭାରତ ଅଭିଯାନ ଧର୍ମକୁ ଆଖିଠାର: ପଦାରେ ପଡିଲା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ

ଜଗତପୁର ଅଞ୍ଚଳରେ ସିଏମସିର ସ୍ୱଚ୍ଛଭାରତ ଅଭିଯାନ ଧର୍ମକୁ ଆଖିଠାର: ପଦାରେ ପଡିଲା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ [caption id="attachment_4824" align="alignnone" width="300"] Photo From Kanhu ch. Panda[/caption] କଟକ(ଏନ୍‌.ଏମ୍‌.): କଟକ ସହରକୁ ଏକ ସ୍ୱଚ୍ଛ ସହରରେ ପରିଣତ କରିବା ପାଇଁ ସିଏମସି କର୍ତ୍ତୃପକ୍ଷ ଯେଉଁ ଅଣ୍ଟା…

ତାତିଲେ ଅଭିଭାବକ: ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ତାତିଲେ ଅଭିଭାବକ: ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ

ତାତିଲେ ଅଭିଭାବକ ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ ସାଲେପୁର(ଏନ୍‌.ଏମ୍‌.): ବିଦ୍ୟାଳୟରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ । କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ…