“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

“ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ଏସିପି ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା ଜଗତପୁର(ଏନ୍‌.ଏମ୍‌.): ‘ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ’ ପକ୍ଷରୁ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜଗତପୁର ୪୮ନଂ ୱାର୍ଡ ଅଫିସ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ କଟକ କମିଶନରେଟ ପୋଲିସର ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ରାଷ୍ଟ୍ରପତି ପୁରସ୍କାର ପାଇଁ ଯୋଗ୍ୟବିବେଚିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜଗତପୁର ଥାନାର ଆଇଆଇସି ରବିନ୍ଦ୍ରନାଥ ମେହେରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା…

Read More

ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ମୁହାଁମୁହିଁ ଟ୍ରାକ୍ଟର ସମ୍ମୁଖରେ ଶୋଇଲେ ବ୍ୟବସାୟୀ କୋଣାର୍କ(ଏନ୍‌.ଏମ୍‌.): ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ପ୍ଲଟ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଧାରଣା ୧୬ ଦିନରେ ପହଂଚିଛି । ଏହି ସମସ୍ୟାର ସମାଧାନ ହୋଇନପାରିବାରୁ ସୋମବାର ଅପରାହ୍ନରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ଉଭୟ ମୁହାଁମୁହିଁ ହୋଇଥିଲା । ଗତ କିଛି ଦିନ ହେଲା ନୂଆ ପ୍ଲଟରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନ…

Read More

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ କଟକ(ଏନ୍‌.ଏମ୍‌.): କଟକ ଅର୍ବାନ, ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ରାମଗଡ଼ ଅଙ୍ଗନୱାଡି କେନ୍ଦ୍ରରେ ଆଜି ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି । ଦେଶରୁ କୁପୋଷଣ ଦୂର କରି ଏକ ସୁସ୍ଥ ଭାରତ ଗଠନ ନିମନ୍ତେ ସମସ୍ତ ଗର୍ଭବତୀ, ସ୍ତନ୍ୟଦାୟୀ ମା, ତଥା କିଶୋରୀ ବାଳିକାମାନଙ୍କୁ ସାଧାରଣତଃ ଘରେ ପ୍ରତିଦିନ ବ୍ୟବହୃତ ହେଉଥିବା, ସଶ୍ୟ, ଡାଲି, ତେଲ , ଘିଅ, ପନିପରିବା ଓ ଫଳରେ ସୁସ୍ୱାଦୁ ପୋଷଣ…

Read More

ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ଦେୟ ବୃଦ୍ଧି ପ୍ରତିବାଦରେ ଦାବିପତ୍ର

ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ଦେୟ ବୃଦ୍ଧି ପ୍ରତିବାଦରେ ଦାବିପତ୍ର ନରସିଂହପୁର (ଏନ.ଏମ) ନରସିଂହପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ଦେୟ ବୃଦ୍ଧିକୁ ନେଇ ମହାବିଦ୍ୟାଳୟର ସଭାପତି ତଥା ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବି ପତ୍ର ନରସିଂହପୁର ହସିଲଦାର ଙ୍କ ନିକଟରେ ପ୍ରଦାନ କରାଯାଇଛି । କରୋନା କଟକଣା ରହିଥିବା ବେଳେ ବହୁ ଗରିବ ନିରୀହ ତଥା ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ଯୋଗୁଁ ନାନା ବାଧାବିଘ୍ନ ଦେଇ ଛାତ୍ରଛାତ୍ରୀ…

Read More

ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ

ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ସ୍କାର୍ଫ, ଓଗଲ ଏବଂ ବ୍ୟାଜ ପ୍ରସ୍ତୁତ କରାଯାଇ ରାଜ୍ୟ ମୁଖ୍ୟାଳୟ ପରିସରରେ ପଚମାରୀର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପଚମାରୀର ବିଭିନ୍ନ ତାଲିମ ଦେବାର ଫଟୋ ପ୍ରଦର୍ଶନୀ ସହିତ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଆହରଣ ପାଇଁ ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ପଚମାରୀ ଦିବସର ୬୫ତମ…

Read More

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ #ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚଳିତ ବର୍ଷର ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ଜାତୀୟ ପୁଷ୍ଟି ସପ୍ତାହ କାର୍ଯ୍ୟକ୍ରମ ଗତ ୧ ସେପ୍ଟେମ୍ବର ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ମଙ୍ଗରାଜପୁର, ମହିଷାଲଣ୍ଡା…

Read More

ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପିଏଚଆଇଇଭି

ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପିଏଚଆଇଇଭି # କଟକ(ଏନ୍‌.ଏମ୍‌.): ଚାକିରୀକୁ ସ୍ଥାୟୀ ଓ ବେତନ ବୃଦ୍ଧି ତଥା ଦିନିକିଆ ଛଟେଇ ବନ୍ଦ ଦାବିରେ ଭିନ୍ନକ୍ଷମ ଅନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ(ପିଏଚଆଇଇଭି)ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାୟୀ କଟକ ଜିଲ୍ଲାର ୧୪ଟି ବ୍ଲକ ଓ ଗୋଟିଏ ଏନଏସିରେ ୧୦୩ ଜଣ ଭିନ୍ନକ୍ଷମ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ…

Read More

ମାହାଙ୍ଗାରେ ଫାଇଭ-ଟି କାର୍ଯ୍ୟର ସମୀକ୍ଷା କଲେ ଆରଡିସି ଓ ଜିଲ୍ଲାପାଳ

ମାହାଙ୍ଗାରେ ଫାଇଭ-ଟି କାର୍ଯ୍ୟର ସମୀକ୍ଷା କଲେ ଆରଡିସି ଓ ଜିଲ୍ଲାପାଳ କଟକ/ମାହାଙ୍ଗା(ଏନ୍‌.ଏମ୍‌.): କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ ସାମଲ ଓ କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚୟନି ମାହାଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ସରକାରୀ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରଖିବା ଘଟଣାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରଥମେ ଏହି ପ୍ରତିନିଧି ଦଳ ପୁରାତନ ଶିକ୍ଷାନୁଷ୍ଠାନ ଝାଡ଼େଶ୍ୱରପୁର ଉଚ୍ଚବିଦ୍ୟାଳୟକୁ ଯାଇ…

Read More

କେତେ ଫଳପ୍ରଦ ହେଲା ସରକାରୀ ଆଇଏଏସ୍ କୋଚିଂ ଯୋଜନା, ୯୯ଜଣଙ୍କରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ

କେତେ ଫଳପ୍ରଦ ହେଲା ସରକାରୀ ଆଇଏଏସ୍ କୋଚିଂ ଯୋଜନା, ୯୯ଜଣଙ୍କରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାଇଁ ପ୍ରତିବର୍ଷ ସର୍ବଭାରତୀୟସ୍ତରରେ ହେଉଥିବା ପରୀକ୍ଷାରେ ଓଡ଼ିଶାର ସଫଳତା ହାର ଅନ୍ୟ ରାଜ୍ୟ ତୁଳନାରେ ନୈରାଶ୍ୟଜନକ ରହିଛି । ତେବେ ପ୍ରତିବର୍ଷ କିପରି ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍ ପାଇବେ ସେଥିନିମନ୍ତେ ସରକାରଙ୍କ ପକ୍ଷରୁ ଆଇଏଏସ କୋଚିଂ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ପ୍ରାର୍ଥୀଙ୍କ ପିଛା…

Read More

ଓଡିଶା ସ୍କିଲ ପ୍ରତିଯୋଗିତା-୨୦୨୧ରେ କଟକ ଆଇଟିଆଇର ସଫଳତା: ମିଳିଲା ୬ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ

ଓଡିଶା ସ୍କିଲ ପ୍ରତିଯୋଗିତା-୨୦୨୧ରେ କଟକ ଆଇଟିଆଇର ସଫଳତା: ମିଳିଲା ୬ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ କଟକ(ଏନ୍‌.ଏମ୍‌.): ଖପୁରିଆ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ଚଳିତବର୍ଷ ଓଡିଶା ଦକ୍ଷତା ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ବିଭିନ୍ନ ସ୍କିଲରେ ହୋଇଥିବା ପ୍ରତିଯୋଗିତା ମଧ୍ୟରୁ ଆଇଟିଆଇର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପଦକ ମିଳିଛି । ଉକ୍ତ ପଦକ ମଧ୍ୟରେ ୬ଟି ସ୍ୱର୍ଣ୍ଣ ରହିଥିବା ବେଳେ ୬ଟି ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ରହିଥିବା ସୂଚନା ମିଳିଛି । ପୂର୍ବବର୍ଷ…

Read More

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ହଷ୍ଟେଲକୁ ଶହେ ବର୍ଷ ପୂରଣ ହେବାକୁ ଯାଇଛି । ଏହି ଦୁଇଟି ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରେଭେନ୍ସାର ପୂର୍ବ ଛାତ୍ରାବାସ(ଇଷ୍ଟ) ଏବଂ ପଶ୍ଚିମ ଛାତ୍ରାବାସ(ୱେଷ୍ଟ) ଶହେ ବର୍ଷ ପାଳନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଆସନ୍ତା ନଭେମ୍ବର…

Read More

ପ୍ରକାଶ ପାଇଲା ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ, ପାସ୍ ହାର ୮୦.୮୩ ପ୍ରତିଶତ

ପ୍ରକାଶ ପାଇଲା ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ, ପାସ୍ ହାର ୮୦.୮୩ ପ୍ରତିଶତ କଟକ(ଏନ୍‌.ଏମ୍‌.): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ମୋଟ ପାସ ହାର୮୦.୮୩ପ୍ରତିଶତ ରହିଛି । ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଛାତ୍ରୀଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ ।…

Read More