ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’

ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ : ‘ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କ୍ଷେତ୍ର ହେଉଛି କଟକ’ #କଟକ(ଏନ୍‌.ଏମ୍‌.): ନିଖିଳ ଉତ୍କଳ କଳାନିକେତନର ଚତୁର୍ଥ ବାର୍ଷିକ ସାଂସ୍କୃତିକ ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ କଳାବିକାଶ କେନ୍ଦ୍ରର ସାଧାରଣ ସମ୍ପାଦକ ପ୍ରସେନଜିତ ମହାନ୍ତି ଯୋଗଦେଇ ଓଡ଼ିଶା କଳା ସଂସ୍କୃତିର ମାଟି ହୋଇଥିବାବେଳେ କଟକ ହିଁ ବିଶ୍ୱ କଳା ସଂସ୍କୃତିର ସମନ୍ୱୟର କେନ୍ଦ୍ର ବୋଲି…

Read More

ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ: କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ: କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଅନ୍ତର୍ଗତ ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟଠାରେ ରବିବାର ଶିଶୁ ଦିବସ ପାଳନ ଅବସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ରଘୁନାଥ ଦାଶ ସ୍ମୃତି…

Read More

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି…

Read More

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ କଟକ(ଏନ୍‌.ଏମ୍‌.): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଥିବା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ ଆସନ୍ତା ଡିସେମ୍ବର ୧୦ତାରିଖ ସୁଦ୍ଧା ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରରେ ତ୍ରୁଟି ଥାଏ, ତେବେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଧାନ ଶିକ୍ଷକମାନେ ସଂଶୋଧନ ଫର୍ମ ପୂରଣ କରି ଆଡମିଶନ ରେଜିଷ୍ଟର,…

Read More

ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ

ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବିକାଶ ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଭର୍ଚ୍ଚୁଆଲ ମୋର୍ଡ଼ରେ ଏକ ଆଲୋଚନା ହୋଇ ଯାଇଛି । ଦିବା ୧୧ ଘଟିକା ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ଅଞ୍ଚର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗର ଶୁଣାଣୀ ହୋଇଥିଲା । ସମ୍ପ୍ରତି କୋଭିଡ ମହାମାରୀ ଯୋଗୁଁ ଚୌଦ୍ୱାର ପୌରାଞ୍ଚଳର ଜନସାଧାରଣଙ୍କ ଜୀବନଜୀବିକାକୁ ବହୁଳ…

Read More

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଆଞ୍ଚଳିକ ସାମାଜିକ ସେବା ସଂଗଠନ ସହଯୋଗରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏମସି ୪୮ନମ୍ବର ୱାର୍ଡ଼ ସ୍ଥିତ ୱାର୍ଡ ଅଫିସରେ ଶିବିର ଆୟୋଜନ ହୋଇଥିଲା । ଏକ ସଚେତନତା ପଦଯାତ୍ରା ଶାନ୍ତିନଗର ବସ୍ତି ଠାରୁ ବାହାରି ୱାର୍ଡ ଅଫିସ ସଭାସ୍ଥଳ ରେ ପହଞ୍ଚି ଥିଲା ।ଏହି ଶିବିରକୁ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର…

Read More

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌ କଟକ(ଏନ୍‌.ଏମ୍‌.): ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାର ତଦନ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏଥି ସହିତ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ…

Read More

ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ

ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ କଟକ(ଏନ୍‌.ଏମ୍‌.): ଗତ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ରାଜ ରାସ୍ତାରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସାହସିକତାର ସହ ଜଣେ ଲୁଟେରାକୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଝିଅ ପ୍ରଜ୍ଞା ରାୟ ଜୋର ଜବରଦସ୍ତ କାବୁ କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ପ୍ରଜ୍ଞାଙ୍କୁ ତାଙ୍କର ଅସୀମ ଧୈର୍ଯ୍ୟ ଓ ସାହସିକତା…

Read More

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ନୂଆ ବିଚାରପତି

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ନୂଆ ବିଚାରପତି କଟକ(ଏନ୍‌.ଏମ୍‌.): ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନ କର୍ମକର୍ତ୍ତା, ପୁଲିସ ଡିଜି ଓ ପୁଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ…

Read More

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ଭୁୁବେନଶ୍ୱର (ଏନ୍‍.ଏମ୍‍.): ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲେକ୍ଷ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’କୁ ବୁଧବାର ପୂର୍ବାହ୍େଣର ଭୁବେନଶ୍ୱର ୟନିଟ୍‌-୧ ଆଦିବାସୀ ପଡିଆସ୍ଥିତ ଏନ୍‌.ସି.ସି. କ୍ୟାମ୍ପ(ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶିବିର)ରେ ସ୍ୱାଗତ କରାଯାଇଥିଲା । ପବିତ୍ର ବିଜୟ ମଶାଲ ଏଠୋର ପହଞ୍ଚିବା ପରେ ଏନ୍‌.ସି.ସି…

Read More

ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କଟକ(ଏନ୍‍.ଏମ୍‍.): ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ କର୍ମକର୍ତ୍ତାଙ୍କ ବିଭିନ୍ନ ସମସ୍ୟା ବିଷୟରେ ବହୁବାର ସମାଧାନ ପାଇଁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ଏହି ଅବସରରେ ସଂଘ ପକ୍ଷରୁ ସର୍ବସମ୍ମତି ନିଷ୍ପତିକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ଜରିଆରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ କର୍ମଚାରୀଙ୍କ ବୟସ ସୀମା ୬୦ରୁ…

Read More

ସେଣ୍ଟ ଜାଭିୟର୍ସ ପକ୍ଷରୁ ଦୀପାବଳୀ ଉତ୍ସବ

ସେଣ୍ଟ ଜାଭିୟର୍ସ ପକ୍ଷରୁ ଦୀପାବଳୀ ଉତ୍ସବ #କଟକ(ଏନ୍‍.ଏମ୍‍.): ସ୍ଥାନୀୟ ନୂଆବଜାର ସ୍ଥିତ ସେଣ୍ଟ ଜାଭିୟର୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦୀପାବଳୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ନିଗ୍ଧା ମହାନ୍ତି ଓ ନିମନ୍ତ୍ରିତ ଅତିଥି ଭାବେ ସାମର୍ଥ ମହାନ୍ତି ଯୋଗ ଦେଇଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭୂଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ ସଂଗୀତ ମାଧ୍ୟମରେ କୋମଳ ମତି ଛାତ୍ର ଛାତ୍ରୀ ମାନେ ଭାରତୀୟ…

Read More