ବିଶ୍ୱ ଶୌଚାଳୟ ଦିବସ ପାଳିତ

ବିଶ୍ୱ ଶୌଚାଳୟ ଦିବସ ପାଳିତ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ଅବସରରେ ୟୁଥ୍‌ଫର୍ ୱଟର କାଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅଧ୍ୟାପକ ଦୁର୍ଗା ଚରଣ ମୁରୁଡି, ସରୋଜ କୁମାର ଶତ୍‌ପଥୀ, ଲେପ୍ଟଟାଣ୍ଟ ବିନୟ ଭୂଷଣ ମହାନ୍ତି,ରେଡିଓ ନମସ୍କାର ସଂଯୋଜଜ ଅନ୍ଦାଜ ଆରନ୍‌, କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ ପ୍ରମୁଖ ଯୋଗଦେଇ ଶୌଚାଳୟର ବ୍ୟବହାର ଓ ସ୍ୱଚ୍ଛତା…

Read More

୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ: ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ: ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମାଲକାନଗିରି, ଝାରସୁଗୁଡା, କଳାହାଣ୍ଡି, ମୟୂରଭଞ୍ଜର ଓ ଖୋର୍ଦ୍ଧା ଆଦି ୫ଟି ଜିଲ୍ଲାର ୧୫୮ଟି ହାଇସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କରିଛନ୍ତି । ସେଥି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା…

Read More

ଗ୍ରାମାଞ୍ଚଳ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ଓ ମାଛଚାଷ ପ୍ରମୁଖ ବେଉସା ହୋଇପାରିବ : ଅସିତ ତ୍ରିପାଠୀ

ଗ୍ରାମାଞ୍ଚଳ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ଓ ମାଛଚାଷ ପ୍ରମୁଖ ବେଉସା ହୋଇପାରିବ : ଅସିତ ତ୍ରିପାଠୀ ଭୁବନେଶ୍ୱର/ନୂଆପଡ଼ା(ଏନ୍‌.ଏମ୍‌.): ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ପ୍ରମୁଖ ବେଉସା ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ନୂଆପଡ଼ା ଠାରେ ଏହା ପ୍ରକାଶ କରିଛନ୍ତି । ବିଶେଷ ଭାବେ ନୂଆପଡ଼ା ଜିଲ୍ଲା ଏ କ୍ଷେତ୍ରରେ ଅଧିକ ଲାଭାନ୍ୱିତ ହୋଇପାରିବ…

Read More

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ କୋଣାର୍କ (ଏନ୍‌.ଏମ୍‌.): ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ‘ଆମ ପୁଲିସ’ କାର୍ଯ୍ୟକ୍ରମରେ , ଆମ ପୁଲିସର ସଂଯୋଜକ ରାମକୃଷ୍ଣ ମହାନ୍ତି, କୋଣାର୍କ ସୂରକ୍ଷା ସମିତିର ସଭାପତି ବାଦଲ ଦାଶ, କୋଣାର୍କ ଏନଏସିର ବିଜେଡି ସଭାପତି…

Read More

ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ

ଧବଳେଶ୍ୱରଙ୍କ ମାହାତ୍ମା ଓ ବାବାଙ୍କର ଗଜଭୋଗ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡରେ ପୂଜାପାଅନ୍ତି ପ୍ରଭୁ ଧବଳେଶ୍ୱର । ଆମ ରାଜ୍ୟରେ ଅନେକ ଶୈବ ପୀଠ ଅଛି କିନ୍ତୁ ଓଡିଶାର ଏକ ପ୍ରମୁଖ ଶୌବ ପୀଠ ହେଉଛି ଧବଳେଶ୍ୱର ପୀଠ । ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଧବଳେଶ୍ୱରରେ ପ୍ରଶାସନ ୧୪୪ ଧାରା ଜାରିକରିଛି ।ଗତ ବର୍ଷ ଓ ଚଳିତ ବର୍ଷ ଏହିି ଦୁଇ ବର୍ଷରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାଁନ୍ତି । ଏହି ନିୟମ…

Read More

ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି

ବଳିଦାନ ଦିବସ ଉପଲକ୍ଷେ ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଗତପୁର(ଏନ୍‌.ଏମ୍‌.): ଲୋକସେବକ ଯୁବ ମଣ୍ଡଳ, କଟକ ପକ୍ଷରୁ ତ୍ରିନାଥ ସାହି ଆଦିବାସୀବସ୍ତିସ୍ଥିତ ଲୋକସେବକ ମଣ୍ଡଳ, କଟକ ଦ୍ୱାରା ପରିଚାଳିତ ଗୋପବନ୍ଧୁ ଶିକ୍ଷା କେନ୍ଦ୍ର ପରିସରରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକାଶ ସ୍ୱାଇଁଙ୍କ ସହଯୋଗରେ ଏକ ସାଇକେଲ ଶୋଭାଯାତ୍ରା ନିମପୁର ସ୍ପୋର୍ଟସ କ୍ଳବ୍ ନିକଟରୁ ବାହାରି ଗୋଲେଇ ଛକ ଦେଇ ତ୍ରିନାଥ ସାହି ଗୋପବନ୍ଧୁ ଶିକ୍ଷା କେନ୍ଦ୍ରରେ…

Read More

ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ

ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାନ ଓ ଗଣିତ ବିଷୟରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାଇଛନ୍ତି । ସେମାନେ ୨୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରରେ ପ୍ରଶିକ୍ଷିତ ହେବେ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଜ୍ଞାନ ଓ ଗଣିତ ଶିକ୍ଷକ…

Read More

‘ଆଶୀର୍ବାଦ’ ଯୋଜନାର ସଫଳ ପରିଚାଳନା ପାଇଁ ଏମଆଇଏସ ପୋର୍ଟାଲ ଲୋକାର୍ପିତ

‘ଆଶୀର୍ବାଦ’ ଯୋଜନାର ସଫଳ ପରିଚାଳନା ପାଇଁ ଏମଆଇଏସ ପୋର୍ଟାଲ ଲୋକାର୍ପିତ କୋଭିଡ୍‌ରେ ପ୍ରଭାବିତ ଶିଶୁମାନଙ୍କୁ ଆର୍ଥିକ ସହାୟତା ସହ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ‘ଆଶୀର୍ବାଦ’ ଯୋଜନାର ସଫଳ ଅନ୍‌ଲାଇନ୍ ପରିଚାଳନା ପାଇଁ (ଏମ୍‌ଆଇଏସ୍‌) ପୋର୍ଟାଲ ଲୋକାର୍ପିତ ହୋଇଛି । ୧ ଏପ୍ରିଲ ୨୦୨୦ରୁ…

Read More

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଦିବସ

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଦିବସ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ଆନୁକୁଲ୍ୟରେ ହୋଟେଲ ଦି ନିୟୁ ମ୍ୟାରିଅନ ଠାରେ ଶିଶୁ ଦିବସ -୨୦୨୧ ସମାରୋହ ପାଳିତ ହୋଇଯାଇଛି । ଶିଶୁ ଦିବସ ଉପଲକ୍ଷେ ଏହା ଅଧୀନରେ ଥିବା ଛଅ ଗୋଟି ବାଳାଶ୍ରମରେ ଦୁଇଟି (ବରିଷ୍ଠ ଓ କନିଷ୍ଠ) ବର୍ଗରେ ସାଧାରଣ ଜ୍ଞାନ ଓ ବକ୍ତୃତା…

Read More

କଟକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସଦସ୍ୟ ଜାତୀୟ ଆୟୋଗଙ୍କ କଟକ ଆଗମନ

କଟକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସଦସ୍ୟ ଜାତୀୟ ଆୟୋଗଙ୍କ କଟକ ଆଗମନ କଟକ(ଏନ୍‍ଏମ୍‍.): ଜାତୀୟ ଆୟୋଗ ସଦସ୍ୟ ସଫେଇ କର୍ମଚାରୀ ଡକ୍ଟର ପି.ପି. ଭାଭା କଟକ ମହାନଗର ନିଗମ ସଫେଇ କର୍ମଚାରୀଙ୍କ ସମ୍ପର୍କରେ ଏକ ସମୀକ୍ଷା କରିଛନ୍ତି । ମହାନଗର ନିଗମ ଏମଏସ ଆକ୍ଟ ୨୦୧୩ର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ସେ କଟକ ଆସିଥିଲେ । ଏହି ଅବସରରେ ସଫେଇ କର୍ମଚାରୀ ୟୁନିଅନର ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ଦ୍ୱାରା ଉଠାଯାଇଥିବା ଦାବି ଏବଂ ପ୍ରସଙ୍ଗ…

Read More

ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ

ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ କଟକ(ଏନ୍‌.ଏମ୍‌.): ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ୱାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ପ୍ରଥମେ ନିଜ ହ୍ୱାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିବା ପରେ ସେଟିଂ ଅପସନ କ୍ଲିକ୍ କରନ୍ତୁ । ପରେ ଆକାଉଣ୍ଟ ଅପ୍ସନ୍ କ୍ଲିକ୍ କରି…

Read More

ବେଆଇନ ଭାବେ ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍ ନିଲମ୍ବିତ

ବେଆଇନ ଭାବେ ହାତୀ ଦାନ୍ତ ପାଖରେ ରଖି ରେଞ୍ଜର୍ ନିଲମ୍ବିତ କଟକ(ଏନ୍‌.ଏମ୍‌.): ମୃତ ହାତୀର ଦାନ୍ତ ରଖିବା ଅଭିଯୋଗରେ ରେଞ୍ଜରକୁ ନିଲମ୍ବନ ହେବାକୁ ପଡ଼ିଛି । ଏଭଳି ଘଟଣା କଟକ ଜିଲ୍ଲା ଆଗଠଡ଼ ବନବିଭାଗରେ ଦେଖିବାକୁ ମିଳିଛି । ଦୀର୍ଘ ୧୪ ମାସ ତଳର ହାତୀ ମୃତ୍ୟୁ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ବନବିଭାଗ ପକ୍ଷରୁ ଦନ୍ତାହାତୀକୁ ପୋତି ଦିଆଯାଇଥିବାବେଳେ ତାର ଦାନ୍ତକୁ କିନ୍ତୁ ରେଞ୍ଜର ନିଜ ପାଖରେ ରଖି…

Read More