ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଲେ ଆଇନଜୀବୀ ଅକ୍ଷୟ କୁମାର ପତି
ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଲେ ଆଇନଜୀବୀ ଅକ୍ଷୟ କୁମାର ପତି #କଟକ(ଏନ୍.ଏମ୍.): ବିଶିଷ୍ଟ ଆଇନଜୀବୀ ଅକ୍ଷୟ କୁମାର ପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଭିନ୍ନ ମୋକଦ୍ଦମାର ପରିଚାଳନା ନିମନ୍ତେ ଆଡ୍ ଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସରକଙ୍କ ଦ୍ୱାରା ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ପତିଙ୍କ ବିଭିନ୍ନ ମୋକଦ୍ଦମାର ପରିଚାଳନା ଦକ୍ଷତା ଓ ଅଭିଜ୍ଞତାକୁ ବିଚାର କରି ତାଙ୍କୁ ଏହି ପଦବୀରେ ନିଯୁକ୍ତି କରାଯାଇଛି…
