କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ
କଂଗ୍ରେସର ନିର୍ବାଚନୀ ଘୋଷଣାକୁ ନେଇ ବଜରଙ୍ଗ ଦଳର ପ୍ରତିବାଦ #କଟକ(ଏନ୍.ଏମ୍.): କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ନେଇ କର୍ଣ୍ଣାଟକରେ କଂଗ୍ରେସ କରିଥିବା ନିର୍ବାଚନୀ ଘୋଷଣାକୁ କଟକରେ ତିବ୍ର ବିରୋଧ କରାଯାଇଛି । କଂଗ୍ରେସର ଏଭଳି ହୀନ କାର୍ଯ୍ୟକୁ ବିରୋଧରେ ସାରା ଦେଶରେ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ଡଗରପଡ଼ାସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିସା କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ…
