ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ [caption id="attachment_8484" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । କେଉଁଠି ସରକାରୀ ଅର୍ଥ ତୋଷାରପାତ ହେଉଛି ତ ଆଉ…

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ ! [caption id="attachment_8481" align="alignnone" width="300"] News by Ananda Prasad Rout (Bhadrak)[/caption] #ଭଦ୍ରକ(ଏନ୍‌.ଏମ୍‌.): ରୋଗହେଲେ ଲୋକେ ଧାଇଁ ଯାଆନ୍ତି ଡାକ୍ତରଙ୍କ ପାଖକୁ । ତାଙ୍କ ଔଷଧ ଓ ଇଞ୍ଜେକସନରେ ଆରୋଗ୍ୟ ମିଳିବା ସହ ଜୀବନ ବଞ୍ଚିଯାଇଥାଏ ।…

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା [caption id="attachment_8477" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏସ୍ଥିତ ମାରୱାଡ଼ି ମିତ୍ର ମଣ୍ଡଳ ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ…

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ [caption id="attachment_8474" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଟାଙ୍ଗୀ ଚୌଦ୍ୱାର ତହସିଲ କାର୍ଯ୍ୟଳୟର ଜଣେ କାର୍ଯ୍ୟରତ ଆର.ଆଇଙ୍କୁ ମାଡ଼ମାରିବା ଘଟଣାରେ ନ୍ୟାୟ ନମିଳିବା…

ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତିକ ମହିଳା ଦିବସ : ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ [caption id="attachment_8471" align="alignnone" width="300"] News by B. Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ…

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର

କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର [caption id="attachment_8468" align="alignnone" width="300"] News by Rajendra Pradhan (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ଏବେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏପରିକି କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି…

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ

କଟକ ଜିଲ୍ଲା ସ୍କାଉଟ୍ କାମ୍ପୋରୀ ଉଦଯାପିତ [caption id="attachment_8465" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍‌.ଏମ୍‌.): ଖାନନଗର ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ସ୍କାଉଟ୍ କାମ୍ପୋରୀ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଶିବିରର ଉଦଯାପନୀ ଉତ୍ସବରେ ଜିଲ୍ଲା ମୁଖ୍ୟ…

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ

ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ [caption id="attachment_8462" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ଗଜାନନ ସେବା ସମିତି’ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସମିତିର କାର୍ଯ୍ୟାଳୟରେ ଆହୁତ ଏକ ବୈଠକରେ…

ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ

ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ [caption id="attachment_8459" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): କଳାକାର ଗଢ଼ା କାରଖାନା ତଥା ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘ଲାଲ୍ ପାଏନ’ନାଟକ ମଞ୍ଚସ୍ଥ ହୋଇଯାଇଛି । ଦେଶ ବିଦେଶରେ ପ୍ରଶଂସିତ…

ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ

ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ [caption id="attachment_8456" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଘରୋଇ ସିଲିଣ୍ଡିର ପିଛା ୫୦ ଟଙ୍କା ମୂଲ୍ୟବୃଦ୍ଧିକୁ ନେଇ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ସଂଗଠନ…

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ପାଇଁ ଆପ୍‌ର ଦାବି
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ପାଇଁ ଆପ୍‌ର ଦାବି

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ପାଇଁ ଆପ୍‌ର ଦାବି [caption id="attachment_8452" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍‌.ଏମ୍‌.): ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରୀ ଏବଂ ଦରମା ବୃଦ୍ଧି ନେଇ ଆଜି…

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ [caption id="attachment_8449" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍‌.ଏମ୍‌.): କଟକରେ ପୁଣି ଠାବ ହୋଇଛି ନକଲି ଔଷଧ । କଟକରେ ନକଲି ଔଷଧ କାରବାର ପ୍ରଥମ ନହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ…

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ [caption id="attachment_8443" align="alignnone" width="233"] News by Akshya Biswal (Rairang Pur)[/caption] #ରାଇରଙ୍ଗପୁର (ଏନ୍‌.ଏମ୍‌.): ସଦ୍ୟ ସମାପ୍ତ ହୋଇଥିବା ଓଡ଼ିଶାର ଶୀର୍ଷ ସମବାୟ ସମିତି ଗୁଡ଼ିକର ନିର୍ବାଚନରେ ଓଡ଼ିଶା ଗୃହ…

୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ

୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ ପରୀକ୍ଷା ପରିଚାଳନା ସହ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ: ସଂଘ [caption id="attachment_8440" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ନିଜର ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ୬୬୨ ବର୍ଗ…

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ ୧ଲକ୍ଷରୁ ଅଧକ ମତ୍ସ୍ୟଜୀବୀ ଉପକୃତ ହେବେ : ମନ୍ତ୍ରୀ [caption id="attachment_8437" align="alignnone" width="300"] News by Dillip Kumar Muduli (BBSR)[/caption] #ଭୁବନେଶ୍ୱର(ଏନ୍‌.ଏମ୍‌.): ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ…

ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର

ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର [caption id="attachment_8434" align="alignnone" width="300"] News by Ramesh Mohanty (Jagatsingpur)[/caption] #ଜଗତସିଂହପୁର (ଏନ୍‌.ଏମ୍‌.): ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଅଘଟଣ ଘଟିଛି । ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ…

ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ [caption id="attachment_8430" align="alignnone" width="300"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡ ଜଗତପୁର ତରୋଳ ଗ୍ରାମରେ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…

ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା

ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା ପୁରୀ ଜିଲ୍ଲାର ୨୯ଟି କେନ୍ଦ୍ରରେ ୫୧୦୯ଛାତ୍ରଛାତ୍ରୀ ଦେଲେ ପରୀକ୍ଷା [caption id="attachment_8423" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ (ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ୨୯ଟି କେନ୍ଦ୍ରରେ ପଠାଶି ସାମନ୍ତ ଗଣିତ ପ୍ରତିଭା ଅନେଶ୍ୱଣ ପରୀକ୍ଷା…

ଚିରନିଦ୍ରାରେ ତିଗିରିଆ ଗଡ଼ଜାତର ଶେଷ ମହାରାଣୀ ରାସ ମଞ୍ଜରୀ ଦେବୀ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଚିରନିଦ୍ରାରେ ତିଗିରିଆ ଗଡ଼ଜାତର ଶେଷ ମହାରାଣୀ ରାସ ମଞ୍ଜରୀ ଦେବୀ

ଚିରନିଦ୍ରାରେ ତିଗିରିଆ ଗଡ଼ଜାତର ଶେଷ ମହାରାଣୀ ରାସ ମଞ୍ଜରୀ ଦେବୀ [caption id="attachment_8420" align="alignnone" width="300"] News by Maheswar Behera (Athagarh)[/caption] #ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ଗଡଜାତର ଶେଷ ମହାରାଣୀ ତଥା ଆଠଗଡ଼ ତିଗିରିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କର ୯୬ ବର୍ଷ ବୟସରେ…

କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର

କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର [caption id="attachment_8417" align="alignnone" width="265"] News by Kanhu Charan Panda (Jagatpur)[/caption] #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡ ଫକୀରପୁର ବଉଳେଇ ସାହି ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଝୁଲି ରହିଥିବା…