୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ

୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ କଟକ(ଏନ୍‌.ଏମ୍‌.): କଟକ ଓ ଭୁବନେଶ୍ୱରରୁ ବାଇକ୍ ଚୋରି କରି କନ୍ଧମାଳ ଜିଲ୍ଲାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ପୁଲିସ ଗିରଫ କରିବା…

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କଟକ (ଏନ୍‌.ଏମ୍‌.): ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ ଓ ସଟ ଡାଉନ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବାବେଳେ ଯୁବକଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ସହରରେ ଗରିବ, ଦିନ ମଜୁରିଆ ଲୋକେ…

ସାମାଜିକ ସଂଗଠନ ସାଧନା ପରିବାର ପକ୍ଷରୁ ସେବାକାର୍ଯ୍ୟ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ସାମାଜିକ ସଂଗଠନ ସାଧନା ପରିବାର ପକ୍ଷରୁ ସେବାକାର୍ଯ୍ୟ

କଟକ (ଏନ୍.ଏମ୍.) - ବାତ୍ୟା ୟାସ୍ କେବଳ ଧନଜୀବନ ଉଜାଡ଼ି ଦେଇଗଲା ନାହିଁ ବରଂ ଲୋକଙ୍କୁ ଅନେକ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଗଲା । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଶାସନକୁ ସହଯୋଗ ତଥା ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଥିଲେ ସାମାଜିକ ଅନୁଷ୍ଠାନ "ସାଧନା ପରିବାର" ।…

ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା

ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇ ଗ୍ରାମର ଇଷ୍ଟ ଦେବ ଶ୍ରୀଶ୍ରୀ ମଦନମୋହନ ଜୀଉ ଓ ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉମାନଙ୍କୁ ମନ୍ଦିର ଭିତର ଭାଗରେ କୃତ୍ରିମ ପୁସ୍କରଣୀ କରାଯାଇ ରାଧାକୃଷ୍ଣଙ୍କୁ ସୋଲରେ ନିର୍ମିତ ହୋଇଥିବା ନୌକା ସାହାର୍ଯ୍ୟରେ ଚାପ ଖେଳା ଯାଇଥିଲା । ଏହା…

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆଜି କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି…

ରୋଟାରାକ୍ଟ କ୍ଲବ୍ ବାରବାଟୀ ପକ୍ଷରୁ ଗ୍ରସରୀ ଓ ସାନିଟାଇଜ୍ କିଟ୍ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ରୋଟାରାକ୍ଟ କ୍ଲବ୍ ବାରବାଟୀ ପକ୍ଷରୁ ଗ୍ରସରୀ ଓ ସାନିଟାଇଜ୍ କିଟ୍ ବଣ୍ଟନ

କଟକ (ଏନ୍‌.ଏମ୍‌.): କରୋନାର କରାଳ କାୟା ସହ ମହାମାରୀର ଡ଼ରକୁ ଖାତିର ନକରି, ନିଜର ସେବାନିଷ୍ଠାରେ ଗରିବ ପରିବାର ପାଖରେ ସାଥି ହୋଇ ଛିଡ଼ା ହେଉଛନ୍ତି ଆଜିର ଯୁବ ଗୋଷ୍ଠୀ । ଅସୁବିଧା ବେଳେ ଲୋକଙ୍କ ସାହାରା ପାଲଟିବାର ବାର୍ତ୍ତା ବାଣ୍ଟିବାରେ ସେମାନେ ବିଶ୍ୱାସ ରଖନ୍ତି । ରୋଟାରାକ୍ଟ…

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ କୋଭିଡ ଶବଦାହ କରୁଥିବା ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଟକ(ଏନ୍‌.ଏମ୍‌.): କରୋନା ଲଢ଼େଇ ସମୟରେ ସମ୍ମୁଖ ଯୋଦ୍ଧାମାନଙ୍କ ସୁରକ୍ଷା ତଥା ସେମାନଙ୍କ ଅକ୍ସିଜେନ ମାପିବା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ କରାଯାଇଛି । କଟକ…

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ତଥା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ 'ସେବାହିଁ ସଂଗଠନ’ କାର୍ଯ୍ୟକ୍ରମ ଅବସରରେ କଟକ ନଗର ବିଜେପି ତରଫରୁ ‘ରକ୍ତଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ କଟକ(ଏନ୍‌.ଏମ୍‌.): ବାତ୍ୟା ଓ ସାମୁଦ୍ରିକ ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମୋଟ ୪ହଜାର ବିପନ୍ନ ପରିବାରଙ୍କୁ ଓଡ଼ିଶାର ରୁଚି ଶିଳ୍ପୋଦ୍ୟୋଗ ପକ୍ଷରୁ ସ୍ୱାସ୍ଥ୍ୟପ୍ରଦ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ରୁଚିର ସାମାଜିକ…

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ରୋଗୀଙ୍କ ପାଇଁ ଜିଲ୍ଲାରେ ଏକ୍ସରେ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ବା ଘେର ରହୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରଖିବାପାଇଁ…

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଟକ (ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ସେବା ହିଁ ସଂଗଠନ ଅନ୍ୟତମ କାର୍ଯ୍ୟକ୍ରମ । ଏହି…

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ କଟକ(ଏନ୍.ଏମ୍.): ଜନସେବାରେ ନିଜକୁ ଉସôର୍ଗ କରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ଜନସେବା ଆଗେଇ ଚାଲିଛି । ଏହି ସଂସ୍ଥା ସହରରେ ସେବା କରୁଥିବା ବେଳେ ଏବେ…