ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା
ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣାରେ ଧରାପଡ଼ିଲେ ଶର୍ମିଷ୍ଠା ଭଦ୍ରକ (ଏନ୍.ଏମ୍.): ବହୁ ଚର୍ଚ୍ଚତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ପୁଲିସ ହାତରେ ଧରାପଡ଼ିଛନ୍ତି ୱେବ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ଖୋଜୁଥିବାବେଳେ ସେ କଲିକତାରେ ଆତ୍ମଗୋପନ କରିଥିଲେ । ଆଜି ସେ କଲିକତାରୁ ଆସି ଭଦ୍ରକରେ ପହଞ୍ôଚବା କ୍ଷଣି ମାଡ଼ିବସିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ପୂର୍ବରୁ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଜି ଶର୍ମିଷ୍ଠା ଏବଂ…
