ଖାକି ବର୍ଦ୍ଦିର ଅପବ୍ୟବହାର ମାମୁଁ କହିବାରୁ ପୁଲିସର ମାଡ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ
ଖାକି ବର୍ଦ୍ଦିର ଅପବ୍ୟବହାର ମାମୁଁ କହିବାରୁ ପୁଲିସର ମାଡ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ ନିଶ୍ଚିନ୍ତକୋଇଲି (ଏନ୍.ଏମ୍.): ମାମୁଁ ଡାକ ଶୁଣି ନିଶ୍ଚିନ୍ତକୋଇଲି ପୁଲିସ କ୍ରୋଧାନ୍ୱିତ ହୋଇ ଜଣେ ଦଳିତ ଶିଶୁଙ୍କୁ ମାଡ ମାରିବା ସହ ତାର ବାପ ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ତାଙ୍କ ମାଆ କବିତା ବେହେରା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସର ଏଭଳି ହିଂସାତ୍ମକ ଆଚରଣକୁ ସାଧାରଣରେ ନାପସନ୍ଦ କରିବା ସହ ପ୍ରତିବାଦରେ ରାଜ୍ୟରାଜପଥ କଟକ-ଚାନ୍ଦବାଲି ରାସ୍ତାରେ ଟାୟାର…
