କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ
କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ କଟକ(ଏନ୍.ଏମ୍.): ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟିକ ତଥା ଶୃଙ୍ଖଳାଗତ ସେବା ଯୋଗାଇଦେବା ନିମନ୍ତେ କମିଶନରେଟନ ପୁଲିସ ଅନେକ ପଦକ୍ଷେପ ନେଉଛି । ଯାହା ଫଳରେ ଜନସାଧାରଣଙ୍କ ଶ୍ରଦ୍ଧା ଓ ବିଶ୍ୱାସ ଭାଜନ ହେବାରେ ଲାଗିଛି । ଏଥି ସହିତ ବହୁ ସମସ୍ୟାର ସମାଧାନ ନିମନ୍ତେ କମିଶନରେଟ ପୁଲିସ ଅଣ୍ଟାଭିଡିଥିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।…
