ବିପଦ ସାଜିଛି ମୁକୁଳା ଡ୍ରେନ, ସ୍ଲାବ ପଡ଼ିବା ନେଇ ପ୍ରଶ୍ନବାଚୀ
ବିପଦ ସାଜିଛି ମୁକୁଳା ଡ୍ରେନ, ସ୍ଲାବ ପଡ଼ିବା ନେଇ ପ୍ରଶ୍ନବାଚୀ ଜଗତପୁର (ଏନ୍.ଏମ୍.): କଟକ ମହାନଗର ନିଗମ ଦିନକୁ ଦିନ ଉନ୍ନତିର ସୋପାନରେ ରହିଥିବାବେଳେ ସହରର ଗ୍ରୀନଫିଲ୍ଡ କୁହାଯାଉଥିବା ୬ଟି ଯାକ ୱାର୍ଡ଼ରେ ଜନସାଧାରଣ ଆଜିବି ମୌଳିକ ସୁବିଧାରୁ ବଞ୍ôଚତ ହୋଇଛନ୍ତି । କେଉଁ ପାନୀୟ ଜଳ ତ ଆଉ କେଉଁଠି ରାସ୍ତାଘାଟ ଆଲୋକିଗରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ବିଶେଷ କରି ପରବର୍ତ୍ତୀ ସମୟରେ ବିଭିନ୍ନ ପଞ୍ଚାୟତରୁ କଟକ ମହାନଗର ନିଗମରେ ସାମିଲ ହୋଇଥିବା…
