ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍ଯାବିତ
ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍ଯାବିତ କଟକ(ଏନ୍.ଏମ୍.): ସମ୍ପ୍ରତି ରାମଲୀଳା ଭଳି ଲୋକ କଳା ବୁଡ଼ିବାକୁ ବସିଥିବାବେଳେ ସଂସ୍କୃତିର ସହର କଟକରେ ଏହାକୁ ବଞ୍ଚାଇ ରଖିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରାଜ୍ୟର କୋଣ ଅନୁକୋଣରେ ବହୁଳ ପ୍ରସାରିତ ହେଉଥିବା ରାମଲୀଳା ଏବେ ବନ୍ଦ ହେବାକୁ ବସିଥିବାବେଳେ କଟକ ସହରରେ ଏହାର ପ୍ରଚାର ପ୍ରସାର ପାଇଁ ବହୁ କମିଟି ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସେହିଭଳି କଟକ ପାଇକ ସାହି ମହାବୀର ଗ୍ରାମ…
