ଓଟିଏମକୁ ନେଇ ଏବେ ଚୌଦ୍ୱାର ଚଳଚଞ୍ଚଳ
ଓଟିଏମକୁ ନେଇ ଏବେ ଚୌଦ୍ୱାର ଚଳଚଞ୍ଚଳ ଓଟିଏମ୍ ପୁନରୁଦ୍ଧାର ପାଇଁ ୧୫୦ କୋଟି ପଇଠ କରିବେ ରାଜ୍ୟ ସରକାର, କର୍ମଚାରୀଙ୍କ ବକେୟା ହିସାବ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତ ଅନିଶ୍ଚିତତାରେ କଲୋନୀ ବାସୀଙ୍କ ବାସ କଟକ/ଚୌଦ୍ୱାର(ଏନ୍.ଏମ୍.): ବହୁ ପ୍ରତିକ୍ଷୀତ ଓଡ଼ିଶା ଟେକ୍ସଟାଇଲ ମିଲ୍(ଓଟିଏମ)କୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ହାଇକୋର୍ଟଙ୍କ ରାୟ ପରେ ଓଟିଏମ ପୁନରୁଦ୍ଧାର ହେବା ନେଇ ବାଟ ଫିଟୁଛି । ତେବେ ଓଟିଏମ ବିଚାର ପରେ ଶିଳ୍ପନଗରୀ ଚୌଦ୍ୱାର ଏବେ ଉତ୍ସବ…
