ଆଠଗଡ଼ ନୂତନ ବସଷ୍ଟାଣ୍ଡ ଉଦ୍ଘାଟକ କଲେ ଦୁଇ ମନ୍ତ୍ରୀ
ଆଠଗଡ଼ ନୂତନ ବସଷ୍ଟାଣ୍ଡ ଉଦ୍ଘାଟକ କଲେ ଦୁଇ ମନ୍ତ୍ରୀ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ନୂତନ ବସ ଷ୍ଟାଣ୍ଡର ଉଦ୍ଘାଟନ । ଦୀର୍ଘର୍ ବର୍ଷ ଧରି ନୂତନ ବସଷ୍ଟାଣ୍ଡ ପାଇଁ ଦାବି ହୋଇ ଆସୁଥିବାବେଳେ ଆଜି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବସଷ୍ଟାଣ୍ଡ ଉଦ୍ଘାଟନୀ ଉତ୍ସବରେ ଅଞ୍ଚଳବାସୀ ଅତିଥିମାନଙ୍କୁ ବହୁ ଆଡମ୍ବରପୂର୍ଣ୍ଣ ଭାବେ ପାଛୋଟି ନେଇଥିଲେ । ତେବେ ଆଠଗଡ଼ରୁ ବିଭିନ୍ନ ଅଞ୍ଚଳକୁ ଗମନାଗମନ କରିବା ପାଇଁ ବସ ଏକମାତ୍ର ମାଧ୍ୟମ ହୋଇଥିବାବେଳେ…
