ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ
ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ କଟକ (ଏନ୍.ଏମ୍.): କଟକ ସଦରର ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯଥା କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ, ଆବଶ୍ୟକ ଅନୁଯାୟୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି,…




















