ବସରେ ଚୋରା ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୪ପେଟି ଟଙ୍କା: ଅବକାରୀ ବିଭାଗ ତାଜୁବ
ବସରେ ଚୋରା ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୪ପେଟି ଟଙ୍କା: ଅବକାରୀ ବିଭାଗ ତାଜୁବ #ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଆଳୁ ଖୋଳୁଖୋଳୁ ମହାଦେବ । ଏହି ଭଳି ରୁଢ଼ି ଆଜି ସତ୍ୟରେ ପରିଣତ ହୋଇଛି । କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଆଜି ଅବକାରୀ ବିଭାଗ ଚୋରା ଗଞ୍ଜେଇ ତଲାସରେ ଥିବାବେଳେ ମିଳିଲା ପେଟି ପେଟି ଟଙ୍କା(ନୋଟ) । ତେବେ ପେଟିରୁ ଗଞ୍ଜେଇ ବଦଳରେ ଏତେଗୁଡ଼ିଏ ଟଙ୍କା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ମଧ୍ୟ ଚକ୍କର…
