କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ନୂଆଦିଲ୍ଲୀ (ଏନ୍‌.ଏମ୍‌.): କଟକ ରେଳ ଷ୍ଟେସନକୁ ଜାତୀୟ ରେଳ ଷ୍ଟେସନର ମାନ୍ୟଟା ଦିଆଯାଇଥିଲେ ବି ଏହାର କୌଣସି ବିକାଶ ହୋଇ ପାରିନାହିଁ । ଗତ ବର୍ଷ କେନ୍ଦ୍ର ସରକାର ଓଡ଼ିଶାର କଟକ, ବ୍ରହ୍ମପୁର, ଭଦ୍ରକ, ସମେତ ୧୧ଟି ରେଳ ଷ୍ଟେସନ ନବୀକରଣ କରିବାର ଘୋଷଣା କରିଥିଲେ ବି ଏହି କାର୍ଯ୍ୟ ଏବେ ସୁଦ୍ଧା ଆରମ୍ଭ ହୋଇନାହିଁ…

Read More

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ କଟକ (ଏନ୍‌.ଏମ୍‌.): କଟକ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱ ନେବା ପରେ ବିଭିନ୍ନ ଷ୍ଟେସନ ମାନଙ୍କରେ ଉନ୍ନତିକରଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକରେ ଥିବା ରେଳ ଷ୍ଟେସନର ଉନ୍ନତିକରଣ ଓ ଆଧୁନିକକରଣ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଖୋର୍ଦ୍ଧା ରୋଡ ଡିଆରଏମ…

Read More

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ କଟକ(ଏନ୍‌.ଏମ୍‌.): କଟକ ବାରବାଟୀ ଦୁର୍ଗକୁ ନବୀକରଣ କରିବା ନେଇ ଗତକାଲି ଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କଟକର ହଜାର ବର୍ଷର ଗର୍ବ ଓ…

Read More

ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଯୋଗୁଁ ଆଗାମୀ ଦିନରେ ବହୁ ସମସ୍ୟା ସୃଷ୍ଟି ହେବା ଉପଲବ୍ଧି କରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କଟକ ଜିଲ୍ଲା ପକ୍ଷରୁ ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି । ଆଜି ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତ ବର୍ଷରେ ସଶକ୍ତ ଓ କଠୋର ଜନସଂଖ୍ୟା ଆଇନ…

Read More

ରାଜସ୍ଥାନରେ ପୁଣି ଭୂମିକମ୍ପ

ରାଜସ୍ଥାନରେ ପୁଣି ଭୂମିକମ୍ପ ରାଜସ୍ଥାନ (ଏଜେନ୍ସି): ରାଜସ୍ଥାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ବିକାନେର ଜିଲାରେ ଆଜି ସକାଳେ ୭ଟା ୪୨ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି । ଏଯାଏଁ ଧନ ଜୀବନହାନୀ ହୋଇଥିବା ନେଇ କୌଣସି ଖବର ମିଳିନାହିଁ । ଏହାପୂର୍ବରୁ ଗତକାଲି ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…

Read More

ସୁରତରୁ ୭ ଲକ୍ଷ ଟଙ୍କା ଲୁଟି ଫେରୁଥିଲେ ଓଡ଼ିଶା, ଟ୍ରେନରୁ ଧରାପଡ଼ି ଜେଲଗଲେ ଲୁଟେରା

ସୁରତରୁ ୭ ଲକ୍ଷ ଟଙ୍କା ଲୁଟି ଫେରୁଥିଲେ ଓଡ଼ିଶା, ଟ୍ରେନରୁ ଧରାପଡ଼ି ଜେଲଗଲେ ଲୁଟେରା ବ୍ରହ୍ମପୁର(ଏନ୍‌.ଏମ୍‌.): ସୁରତରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟି ଓଡ଼ିଶା ଆସୁଥିବାବେଳେ ଟ୍ରେନରୁ ୭ଜଣ ଲୁଟେରା ଧରାପଡ଼ିଛନ୍ତି । ଅପରାଧ ଘଟାଇବା ପରେ ସୁରତ ପୁଲିସ ସେମାନଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସୁରତ ଅମରୋଲିର ହରିଶ ଗୋଣ୍ଡାଲିଆ ନାମକ ବ୍ୟବସାୟୀ ସାଢେ ୭ ଲକ୍ଷ ଓ ୩ଟି ମୋବାଇଲ ଧରି ଦୋକାନରୁ ଘରକୁ ଆସୁଥିଲେ ।…

Read More

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ନୂଆଦିଲ୍ଲୀ(ଏଜେନ୍ସି): ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ପବିତ୍ର ସୁନା ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବ ଭକ୍ତିପୂତ ଓ ମନୋଜ୍ଞ ପରିବେଶ ମଧ୍ୟରେ ପାଳନ କରାଯାଇଥିଲା । ବଢ଼ି ଭୋରରୁ ଦିଅଁମାନଙ୍କ ନିକଟରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ କରାଯିବା ପରେ…

Read More

ଏସସିବିରେ ପହଞ୍ଚିଲା ୨ଟି ଇକମୋ ମେସିନ

ଏସସିବିରେ ପହଞ୍ଚିଲା ୨ଟି ଇକମୋ ମେସିନ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଇକମୋ ବା ଏକ୍ସଟ୍ରା କର୍ପୋରିଲ ମେମ୍ବ୍ରୁନ ଅକ୍ସିଜେନସେନ ୨ଟି ମେସିନ କଟକ ବଡ଼ମେଡ଼ିକାଲ(ଏସସିବି)ରେ ପହଞ୍ଚିଛି । ଏହି ମେସିନ ଏସସିବିର କାର୍ଡିଓଥେରାସିସ ଏଣ୍ଡ ଭସ୍କୁଲାର ସର୍ଜରୀ ବା ସିଟିଭିଏସ ବିଭାଗରେ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀରୁ ଏକ୍ସପୋର୍ଟମାନେ ଆସି ଏସସିବିରେ ଏହି ୨ଟି ନୂତନ ମେସିନକୁ ଖୁବ ଶୀଘ୍ର ଇନଷ୍ଟଲ କରିବେ ବୋଲି ଜଣାପଡ଼ିଛି ।…

Read More

ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ ପୁରୀ(ଏନ୍‌.ଏମ୍‌.): କରୋନା କଟକଣା ମଧ୍ୟରେ ଶେଷ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ । ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ତିନି ରଥ ପହଞ୍ôଚ ସାରିଛି । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସେବାୟତମାନେ ଗୀତଗୋବିନ୍ଦ ଗାନ କରି ଶ୍ରୀଜୀଉଙ୍କ ପାଦ ପଦ୍ମରେ ନିଜକୁ ସମର୍ପଣ କରିଥିଲେ । ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ବାହୁଡ଼ିବା ପାଇଁ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ…

Read More

ଆମେରିକାର ସର୍ବବୃହତ୍ ହିନ୍ଦୁ ମନ୍ଦିରରେ ରଥଯାତ୍ରା

  ମିନିଆପଲିସି (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହିନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳିତ ହୋଇଯାଇଛି । ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର ଠାରେ ଅବସ୍ଥିତ ଏହି ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା ଓ ପ୍ରଭୁ ଶ୍ରୀସୁଦର୍ଶନ ଶ୍ରୀଗୁଣ୍ଡିଚାରେ ଜନ୍ମବେଦୀକୁ ଯାଇଥିବାବେଳେ ବାହୁଡ଼ା ତିଥିରେ ଶ୍ରୀମନ୍ଦିରକୁ ଫେରିଛନ୍ତି । ହିନ୍ଦୁ ସୋସାଇଟି ଅଫ୍ ମିନେସୋଟ୍ଟା (ଏଚ୍‌.ଏସ୍‌.ଏମ୍‌.ଏନ୍‌) ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ କଥିତ ମନ୍ଦିର ତରଫରୁ…

Read More

ଏ.କେ.ଏମ୍ ଆଗ୍ରୋ ବିଶ୍ୱଭରୀ କାଜୁ ବାଦାମ ଶିଳ୍ପ ପାଇଁ ଏକ ଆଦର୍ଶ

ଏ.କେ.ଏମ୍ ଆଗ୍ରୋ ବିଶ୍ୱଭରୀ କାଜୁ ବାଦାମ ଶିଳ୍ପ ପାଇଁ ଏକ ଆଦର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କାଜୁବାଦାମ ଶିଳ୍ପର ପ୍ରୋତ୍ସାହନ, ଏହାର ପ୍ରସାର ଏବଂ ଦେଶବିଦେଶରେ ଓଡ଼ିଶା ମାର୍କା କାଜୁକୁ ଲୋକପ୍ରିୟ କରିବା କ୍ଷେତ୍ରରେ ଏ.କେ.ଏମ୍ ଆଗ୍ରୋ ଗ୍ରୁପ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରାଜ୍ୟରେ କାଜୁ ବାଦାମର ଚାଷ, ଅମଳ, ଉତ୍ପାଦନ, ଚାଷୀଙ୍କଠାରୁ ସମୟକ୍ରମେ ସଂଗ୍ରହ, ଫସଲର ପ୍ରକ୍ରୀୟାକରଣ ଏବଂ ଏହାର ବିକ୍ରୟ ତଥା ରପ୍ତାନୀ ଆଦି କ୍ଷେତ୍ରରେ ଏ.କେ.ଏମ୍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା…

Read More

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର କଟକ(ଏନ୍‌.ଏମ୍‌.): ଆସନ୍ତା ୨୩ରୁ ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକରେ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିରେ ୬ ଜଣ ଓଡ଼ିଆ ଆଥଲେଟ ଭାଗ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ରାଜ୍ୟର ୬ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଜାତୀୟ ପୁରୁଷ ହକି ଦଳରୁ ପ୍ରତିନିଧିତ୍ୱ କରିବେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ସେହିପରି ଜାତୀୟ ମହିଳା ହକି ଦଳରୁ ପ୍ରତିନିଧିତ୍ୱ…

Read More