୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ
୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ ବାଳକରେ ରାଜସ୍ଥାନ, ବାଳିକାରେ ତେଲେଙ୍ଗାନା ଚାମ୍ପିଅନ ବେସବଲ-୫ରେ ବାଳିକାରେ ଓଡ଼ିଶାକୁ ସ୍ୱର୍ଣ୍ଣ କଟକ(ଏନ୍.ଏମ୍.): ୩୩ତମ ସବ-ଜୁନିୟର ସଫ୍ଟବଲ ଚାମ୍ପିଅନସିପ ପ୍ରତିଯୋଗିତା ଉଦଯାପତି ହୋଇଯାଇଛି । ସେହିପରି ପ୍ରଥମ ବେସବଲ-୫ ଚାମ୍ପିଅନସିପ ଶେଷ ହୋଇଛି । ବେସବଲ-୫ ପ୍ରତିଯୋଗିତାର ବାଳିକାରେ ଓଡ଼ିଶା ଦଳ ସ୍ୱର୍ଣ୍ଣ ପଦକ ହାତେଇଛି । ସପ୍ଟବଲ ବାଳକରେ ରାଜସ୍ଥାନ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକାରେ ତେଲେଙ୍ଗାନା ଦଳ ପ୍ରଥମ ହୋଇଛି । ଅନ୍ୟପକ୍ଷର ବେସବଲ-୫ର…
