ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ

ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ କଟକ(ଏନ୍‌.ଏମ୍‌.): ଓଡିଶା ସେତୁ ଏବଂ ନିର୍ମାଣ ନିଗମ(ଓବିସିସି)ର ମହାପ୍ରବନ୍ଧକ-୩ ପ୍ରଦୀପ କୁମାର ରଥ ଆଜି ଖାନନଗର ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ବସ ଟମିର୍ନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ମହାପ୍ରବନ୍ଧକଙ୍କ ସମେତ ଓବିସିସିର ଏକ ଟିମ ନିର୍ମାଣ ସ୍ଥଳୀରେ ଥିବା ପାଇଲଗୁଡିକର ପ୍ରସ୍ତୁତତା ଯାଞ୍ଚ କରିଥିଲା । ଅନ୍ୟପକ୍ଷରରେ ରାଜ୍ୟସ୍ତରୀୟ ଆପ୍ରେଜାଲ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ…

Read More

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା #କଟକ(ଏନ୍‌.ଏମ୍‌.): ଏସିଏଫ ମୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଖୁଲାସା କରିଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ବୋଲି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା…

Read More

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ #ଜଗତପୁର(ଏନ୍‍.ଏମ୍‍.): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଠାରେ ଚାଷୀ ଆନ୍ଦୋଳନକାରୀଙ୍କୁ ଗାଡି ଚଢ଼େଇ ମାରିଦେବା ଘଟଣାର ଅର୍ଥ ଗଣତନ୍ତ୍ରକୁ ହତ୍ୟା କରିବା । ନିଜର ହକ ପାଇଁ ଗଣତାନ୍ତ୍ରୀକ ପଦ୍ଧତିରେ ଆନ୍ଦୋଳନ ଚାଲିଥିବାବେଳେ ସେମାନଙ୍କୁ ଇଂରେଜ ଶାସକଙ୍କ ଭଳି ହତ୍ୟା କରିବା ଭଳି ବର୍ବରତା ଦୁର୍ଭାଗ୍ୟଜନକ ବୋଲି ଜଗତପୁର ଠାରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ…

Read More

ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ

ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ନୂଆଦିଲ୍ଲୀ (ଏଜେନ୍ସି): ହଠାତ ଫେଲ ହୋଇଯାଇଛି ସୋସିଆଲ ମିଡିଆ । ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ସେବା ଠପ୍ ହୋଇ ଯାଇଛି । ସୋମବାର ରାତି ପ୍ରାୟ ୯.୧୫ ମିନିଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସେବାର ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ ୟୁଜରମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ବିଭିନ୍ନ ରିପୋର୍ଟରେ ଏହି ସୂଚନା…

Read More

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ #ଭୁବନେଶ୍ୱର (ଏନ୍‌.ଏମ୍‌.): ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ତେବେ ସେ ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି । ଏବେ ଦିଲ୍ଲୀପଙ୍କୁ ନେଇ ଓଡ଼ିଆ ଆଜି ଗର୍ବିତ ହୋଇଛନ୍ତି । ଓଡ଼ିଶା ମାଟିର ପୁଅର ପରାକ୍ରମ ଆଜି…

Read More

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ #କୋଣାର୍କ(ଏନ୍‌.ଏମ୍‌.): ସ୍ମୃତିର ଓଡିଶା ଚାରିଟେୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ ସମେତ ୧୪ଟି ଦେଶର ପ୍ରତିଯୋଗୀ ସାମିଲ…

Read More

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟ ପାଇଁ ଚାରି ଜଣଙ୍କୁ ନୂଆ ବିଚାରପତି ଭାବେ ନିଯୁକ୍ତି କରାଯାଇଛି । ଗତକାଲି ସୁପ୍ରିମକୋଟ କଲେଜିୟମର ଏକ ବୈଠକରେ ୪ଜଣ ନୂତନ ବିଚାରପତିଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଏହି ୪ଜଣଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆଇଜୀବୀ ହୋଇଥିବାବେଳେଦୁଇ ଜଣ ଜୁଡ଼ିସିଆଲ ଅଫିସର ରହିଛନ୍ତି । କଲେଜିୟମ ଘୋଷଣା ଅନୁଯାୟୀ ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର…

Read More

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗକୁ ଆସୁଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି ନିର୍ବାଚନରେ ସ୍ଥାନ ସଂରକ୍ଷଣ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି । ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,…

Read More

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ

ଅନଲାଇନ ଫୁଟୱେୟାର ବିକ୍ରିକୁ ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନର ବିରୋଧ କଟକ(ଏନ୍‌.ଏମ୍‌.): ଅନଲାଇନରେ ଫୁଟୱେୟାର ବ୍ୟବସାୟ ଯୋଗୁଁ ଅଣ ସରକାରୀ ସଂସ୍ଥା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛି ଓଡ଼ିଶା ଫୁଟ୍‌ୱେୟାର ଟ୍ରେଡର୍ସ ଆସୋସିଏସନ । ଅନଲାଇନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଥିବା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନରେ ବିକ୍ରି ଏକ ପ୍ରକାର ଠପ ହୋଇ ଯାଇଛି । ଫଳରେ ସରକାରଙ୍କୁ ଜିଏସଟି ପାଉଣା ପଇଠ କରିବା ଓ କର୍ମଚାରୀଙ୍କ ଚଲାଇବା ଏକ ପ୍ରକାର…

Read More

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ‘ବିଚାର ବ୍ୟବସ୍ଥା ପିପୁଲ ଫ୍ରେଣ୍ଡଲି ହେବା ଜରୁରୀ’ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାରେ ୭୪ବର୍ଷ ପରେ ବି’ ଅନେକ ଲୋକ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପସନ୍ଦ ନକରି ପୁରୁଣାକାଳିଆ ଜୀବନ ବଞ୍ଚିବାକୁ ଭଲ ପାଉଛନ୍ତି । ସେହିପରି ଭାରତୀୟ ଆଇନର ଭାଷା ସାଧାରଣ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର । ଏଥିସହ ଭାରତୀୟ ବିଚାର ବ୍ୟବସ୍ଥା ଯେଭଳି ରହିଛି ସେଥିରେ ଜଣେ ସାଧାରଣ…

Read More

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା

ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲା: ଫେସବୁକରେ ୭ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ ରହସ୍ୟମୟୀ ମହିଳା ପୁଣି ରିମାଣ୍ଡରେ ଆସିପାରନ୍ତି ୫ ଅଭିଯୁକ୍ତ ସଚିନ ଦେଇଛନ୍ତି କ୍ଷେପଣାସ୍ତ୍ର ସମ୍ପର୍କରେ ତଥ୍ୟ କଟକ (ଏନ୍‌.ଏମ୍‌.): ଡ଼ିଆରଡ଼ିଓ ତଥ୍ୟ ଲିକ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ୭ ଦିନ ଧରି ମାରଥାନ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂଣ୍ଣ ତଥ୍ୟ ଲାଗିଥିବା କ୍ରାଇମବ୍ରାଞ୍ଚ ଏଡ଼ିଜି…

Read More

କାଲିଠୁ ଛେଚିବ ବର୍ଷା: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ ଛେଚିବ ବର୍ଷା: ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ପୁଣି ବର୍ଷା ଛେଚିବ । ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହେବାର ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ତେବେ ଆସନ୍ତା ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ । ତାହାର ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ…

Read More