ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ
ପୂର୍ବତନ ହକି ଖେଳାଳି ଓ ଚଳଚ୍ଚିତ୍ର ଅଭିନେତାଙ୍କ ବିୟୋଗ କଟକ(ଏନ୍.ଏମ୍.): ପୂର୍ବତନ ହକି ଖେଳାଳି ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ନିରଞ୍ଜନ ବେହୁରାଙ୍କର କଲେଜଛକ ସମାଧିପାଟଣାସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଲକ୍ଷ୍ମୀ ବେହୁରା, ତିନିପୁଅ, ବୋହୁ, କନ୍ୟା, ନାତି, ନାତୁଣୀ ଓ ଆତ୍ମୀୟସ୍ୱଜ୍ଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ସାହି ମୁରବୀଙ୍କ…
